ବିଜେପିକୁ ନବୀନଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?
ଦଶପଲ୍ଲା: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭାରତୀୟ ଜନତା ପାର୍ଟିକୁ ପ୍ରଶ୍ନ କରିଛନ୍ତି ଯେ, ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ କେଉଁ ବିଧାନସଭା ଆସନରୁ ସେ ଲଢୁଛନ୍ତି । ନବୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଏକ ବିଶାଳ ନିର୍ବାଚନୀ ସଭାରେ…