ବିଜେଡ଼ିରେ ମିଶିଲେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା
ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବାପରେ ସନ୍ଧ୍ୟାରେ ବିଜୁ ଜନତା ଦଳ (ବିଜେଡ଼ି)ରେ ଯୋଗଦାନ କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ସମୟରେ ଦଳ ସୁପ୍ରିମୋ…