Latest Odisha News

BREAKING NEWS

Yearly Archives

2019

ଟିକେଟ୍ ନମିଳିବାରୁ ଦଳ ଛାଡିଲେ ଖରିଆର ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର : ନୂଆପଡା ଜିଲ୍ଲା ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି ଶୁକ୍ରବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ମାଝି ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଆହୁରି ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ…

ରାୟଗଡରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ରାୟଗଡ : ରାୟଗଡର ଚାନ୍ଦିଲି ଥାନା ଅନ୍ତର୍ଗତ ସିଂହାନିଆ ଛକ ନିକଟରେ ଥିବା ଏକ ଏଟିଏମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ ଭାଙ୍ଗି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍…

କଂଗ୍ରେସରୁ ପ୍ରାର୍ଥୀ ହେଲେ ମାଓବାଦୀ ନେତାଙ୍କ ପତ୍ନୀ, ଜଟଣୀରୁ ଲଢିବେ ସୁରେଶ ରାଉତରାୟ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ୩ ଦିନ ପରେ ଏଆଇସିସି ପକ୍ଷରୁ ଶୁକ୍ରବାର ରାତିରେ ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲୋକସଭା ଓ ୫୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର ଓ…

ପୁରୀରୁ ଲଢିବେ ସମ୍ବିତ ପାତ୍ର, ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ୧ମ ପର୍ଯ୍ୟାୟରେ ୧୦ଟି ଲୋକସଭା ଏବଂ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି, ତେବେ ଶନିବାର ଦିନ ୨ୟ ପର୍ଯ୍ୟାୟରେ ବିଜେପି ୫ଟି ଲୋକସଭା ଏବଂ ୨୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ତାଲିକା ଘୋଷଣା କରିଛି । ପୁରୀ ଲୋକସଭା…

ହୋଲି ଖେଳ ହେଲା କାଳ: ପାଣିରେ ବୁଡ଼ି ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହୋଲି ଉତ୍ସବ ପାଳନ ସମୟରେ ଓଡ଼ିଶାରେ ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୬ ଜଣଙ୍କର ପ୍ରାଣହାନୀ ଘଟିଛି । କଟକରେ ଜଣେ କଲେଜ ଛାତ୍ର ହୋଲି ଖେଳିସାରି କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଛାତ୍ର ଜଣକ ଗୋପାଳପୁର ଗ୍ରାମର ସତିଶ କୁମାର…

ବିଜେପିର ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଆଗାମୀ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ବିଜେପି ୯୯ଟି ଆସନରେ ପ୍ରାର୍ଥୀ ଚୟନ କରି ଘୋଷଣା କରିଛି । ଏହି ୯୯ଟି ପ୍ରାର୍ଥୀ ତାଲିକାରେ କିଛି ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ଅନେକ ପୁରୁଖା ନେତା ଏହି ତାଲିକାରେ ଅନ୍ତଭୃକ୍ତ ମଧ୍ୟ ହୋଇଛନ୍ତି । ବରିଷ୍ଠ ନେତା…

ରଂଗ ମହୋତ୍ସବ

ରଂଗ ମହୋତ୍ସବ ପ୍ରହଲ୍ଲାଦ ଶତପଥୀ ଯେଉଁ ସକାଳ ଆସନ୍ତାକାଲି ତୋତେ ରଂଗ ମଖେଇବ ସେଇ ସକାଳ ମୋତେ ବି ରକ୍ତିମ କରିଦେବ ସୂର୍ଯ୍ୟମୟତାରେ ମୁଁ କହିରଖେଁ ମୋ ଭିତରୁ ଉଏଁ ସୂର୍ଯ୍ୟ ଅସ୍ତ ବି ହୁଏ ମୋଭିତରେ ଆଲୁଅ ଓ ଅଂଧାରକୁ ନେଇ ଜାରିଥାଏ ରଂଗ ମହୋତ୍ସବ । ମୁଁ ଘୋଷଣା କରେ ଆଜିଠୁ…

ପୁଲୱାମା ସହିଦଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀ ଏଥର ଖେଳିବେନି ହୋଲି

ଆକ୍ରମଣରେ ସହିଦଙ୍କ ସମ୍ମାନାର୍ଥେ ଏଥର ହୋଲି ଉତ୍ସବ ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି । ଇତ୍ୟବସରରେ ତାଙ୍କୁ ଶୁଭେଚ୍ଛା ନଜଣାଇବାକୁ ଏଥର ଶୁଭେଚ୍ଛୁ ମାନେ ନବୀନ ନିବାସ ନଆସିବାକୁ ସେ ଅନୁରୋଧ କରିଛନ୍ତି । ନବୀନଙ୍କ ସମେତ…

ଜାଣନ୍ତୁ, ହୋଲି ଖେଳରେ କିପରି ନେବେ ତ୍ୱଚାର ଯତ୍ନ…

ଭୁବନେଶ୍ୱର : ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ…

ଓଡିଶାର ୨୧ ଲୋକସଭା ଆସନରୁ ୧୦ଟି ଲାଗି ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର : ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ନବରଙ୍ଗପୁର ବିଧାୟକ ବଳଭଦ୍ର ମାଝିଙ୍କୁ ଟିକେଟ ଦେଇଛି ଦଳ । ସେହପରି ପ୍ରଶାସିକାରୁ ରାଜନୀତିରେ ପ୍ରବେଶ କରିଥିବା ଅପରାଜିତା ଷଡଙ୍ଗିକୁ ଭୁବନେଶ୍ୱର ଆସନରୁ ଟିକେଟ ଦେଇଛି ବିଜେପି ।…