ରାଜଧାନୀରେ ଚାଞ୍ଚଲ୍ୟ: ସିକ୍ୟୁରିଟି ଗାର୍ଡ଼ଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀରେ ଶନିବାର ଦିନ ଭୋର୍ ସମୟରେ ଭିନ୍ନ ଭିନ୍ନ ଦୁଇଟି ଘଟଣାରେ ଜଣେ ନିରାପତ୍ତାରକ୍ଷୀଙ୍କ ସମେତ ୩ଜଣ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।
ପ୍ରଥମ ଘଟଣାଟି ଘଟିଛି, ରାଜଧାନୀର ବ୍ୟସ୍ତବହୁଳ ଟଙ୍କପାଣି ରୋଡ଼ଠାରେ, ଜଣେ କର୍ତ୍ତବ୍ୟରତ…