ସିସୋର୍ ଚିଟଫଣ୍ଡ୍ ସ୍କାମ୍: ୨ ଜଣ ବିଜେଡ଼ି ନେତାଙ୍କୁ ସିବିଆଇ ନୋଟିସ୍
ଭୁବନେଶ୍ୱର: ଆଗକୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କିଛି ମାସ ଥିବା ବେଳେ, ବିଜେଡ଼ିର ୨ ଜଣ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ସିସୋର୍ ଚିଟଫଣ୍ଡ୍ ସ୍କାମ ମାମଲାରେ ପଚରାଉଚରା ଲାଗି ନୋଟିସ ଜାରି କରିଛି ।
ଏଏନଆଇ ଗଣମାଧ୍ୟମ ସଂସ୍ଥାର ସୂଚନାନୁଯାୟୀ, ଜାନୁଆରୀ ୨୮ ଓ ୩୦…