Latest Odisha News

BREAKING NEWS

Yearly Archives

2020

ସବୁ ମେଡିକାଲରେ ଇନଫ୍ରାରେଡ୍ ଥର୍ମୋମିଟର ବ୍ୟବସ୍ଥା ହେଉ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପ୍ରସଙ୍ଗରେ ଆଜି ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ବସିଛି । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ହସପିଟାଲ ଓ ସହରାଂଚଳ ହସପିଟାଲରେ ଇନଫ୍ରାରେଡ୍ ଥର୍ମୋମିଟର ଲଗାଯାଉ । ଫଳରେ କାହାର କେତେ ଜ୍ୱର ଅଛି…

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୨ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଅଗଷ୍ଟରେ ସ୍ଥିତି ଦେଖି ପାଠ୍ୟକ୍ରମ କମ୍ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛି । ଆମ ରାଜ୍ୟରେ ମଧ୍ୟ ପାଠ୍ୟକ୍ରମ କେତେ ପ୍ରତିଶତ କମିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।…

ଆଣ୍ଡ୍ରୋଏଡ୍ ଫୋନରେ ଦେଇପାରିବେ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ଅଗଷ୍ଟ ୧ରୁ ଆରମ୍ଭ ହେବ ଚଳିତ ବର୍ଷର ଡିପ୍ଲୋମା ପରୀକ୍ଷା । ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, କମ୍ଫ୍ୟୁଟର ଓ ଲାପଟପ୍ ନଥିଲେ ଛାତ୍ରଛାତ୍ରୀ ଘରେ ରହି ନିଜ ଆଣ୍ଡ୍ରୋଏଡ ଫୋନରେ ମଧ୍ୟ ପରୀକ୍ଷା…

କେନ୍ଦୁଝର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ସିଲ୍

ଭୁବନେଶ୍ୱର: ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ପ୍ରାୟ ୪୦ରୁ ଅଧିକ ଲୋକ ଆସିଥିବା ବେଳେ…

କାଲିଠାରୁ ଭୁବନେଶ୍ୱର ଏମସ୍‌ର ଓପିଡି ବନ୍ଦ

ଭୁବନେଶ୍ୱର: ଏମସ୍‌ରେ ଚିକିତ୍ସିତ ହେଉଥିବା କେତେକ ରୋଗୀ ଓ କିଛି ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆସନ୍ତାକାଲିଠାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଓପିଡିକୁ ବନ୍ଦ ରଖାଯିବ ବୋଲି ଏହାର ନିର୍ଦ୍ଦେଶିକା…

କୋରାପୁଟର ବୋରିଗୁମ୍ମା ବ୍ଲକରେ ୫ ଦିନିଆ ସଟଡାଉନ

ଜୟପୁର: ୫୮ ବର୍ଷ ବୟସ୍କା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ବୋରିଗୁମ୍ମା ବ୍ଲକ ହେଡକ୍ୱାଟରକୁ ପାଞ୍ଚ ଦିନ ପାଇଁ ସଟଡାଉନ କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀ ଭାବରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଗଞ୍ଜାମରୁ ଫେରିବା ପରେ ବୋରିଗୁମ୍ମା ଏବଂ ଏହାର…

ଆସନ୍ତୁ ଜାଣିବା ଉତ୍ତରପ୍ରଦେଶର ୫ ଚର୍ଚ୍ଚିତ ମାଫିଆଙ୍କ ବିଷୟରେ

କାନପୁର: ଉତ୍ତରପ୍ରଦେଶ ମାଫିଆଙ୍କୁ ନେଇ ବେଶ୍ ବଦନାମ ରହିଛି । ବିକାଶ ଦୁବେ ଏହି ଧାରାରେ ଉତ୍ତରପ୍ରଦେଶକୁ ଆହୁରି କଳଙ୍କିତ କରିଛନ୍ତି । ଆସନ୍ତୁ ଜାଣିବା ଏଠାକାର ୫ ମାଫିଆଙ୍କ ବିଷୟରେ.. ବଦନ ସିଂ ବଦୋ: ମୀରଟର ବଦନ ସିଂ ବଦୋ ଏବେ ମଧ୍ୟ ପୋଲିସ ହାତରେ ଧରାପଡି ନାହିଁ । ୧୫ ମାସ ହେବ ଏହି…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କନ୍ଧମାଳ, ଅନୁଗୁଳ ଓ ଜଗତସିଂହପୁର ଆଦି ଜିଲ୍ଲାର…

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ହେବ କୋଭିଡ-୧୯ ଭାଇରସର ଜେନୋମିକ ଗବେଷଣା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀର ଭାବେ ବୁଝିବା ନିମନ୍ତେ ଗବେଷଣା ଆରମ୍ଭ ହୋଇଛି। କାଉନସିଲ ଅଫ ସାଇନଟିଫିକ୍ ଆଣ୍ଡ…