ଯାଜପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ: ଏଣିକି ନିଜ ମାଟିରେ କାମ ପାଇବେ ପ୍ରବାସୀ
ଯାଜପୁର: ମହାମାରୀ କରୋନାର ପ୍ରଭାବ ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଖିବାକୁ ମିଳିଛି । ଏଥିରେ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗର ଲୋକେ । ତେବେ କରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ କାମଧନ୍ଧା ହରାଇ ଘରକୁ ଫେରିଥିବା ପ୍ରବାସୀମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।
ତେଣୁ ଏମାନଙ୍କୁ…