ବିନା ଡ୍ରାଇଭରରେ ଅଧକିଲୋମିଟର ଯାଏଁ ମାଡି ଚାଲିଲା ଟ୍ରକ !
ଭୁବନେଶ୍ୱର: ବିନା ଡ୍ରାଇଭରରେ ଅଧକିଲୋମିଟର୍ ଯାଏ ମାଡି ଚାଲିଲା ଟ୍ରକ୍ ! ବିଶ୍ୱାସ ନହେଲେବି କଥାଟି ସତ । ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଏହି ଅଦ୍ଭୁତ ଘଟଣା।
ବିନା ଡ୍ରାଇଭରରେ ମାଟି ବୋଝେଇ ଟ୍ରକଟି ପ୍ରାୟ ୬୦୦ ମିଟର ଯାଏ ମାଡି ଚାଲିଥିବା ଦେଖିବାକୁ…