Latest Odisha News

BREAKING NEWS

Yearly Archives

2020

ଜୁନ ୧୦ରେ ହେବ ‘ଲକ୍ ଡାଉନ ରେସିପି’ ବିଜେତା ଘୋଷଣା

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ପକ୍ଷରୁ ଆୟୋଜିତ ଲକ୍ ଡାଉନ ରେସିପିର ବିଜେତା ଜୁନ ୧୦ରେ ଘୋଷଣା କରାଯିବ। ବିଜେତାଙ୍କୁ ପୂର୍ବ ଭାରତର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚାନ୍ଦ ପକ୍ଷରୁ ଡାଇମଣ୍ଡ ଲକେଟ୍ ପ୍ରଦାନ କରାଯିବ । ଏପ୍ରିଲ ଶେଷ ସପ୍ତାହରେ ଆରମ୍ଭ…

କେନ୍ଦୁଝର କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମାଆ ପୁଅ ମୃତ

କେନ୍ଦୁଝର : ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର କଣ୍ଡରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିରିକଳା ପଂଚାୟତ ଡଡୁଆଁ ଗାଁର ସୁନୀଲ ଗିରି ଓ ତାଙ୍କ ମାଆ ଏକ ବାଇକରେ କଣ୍ଡରାରୁ…

ବିମାନ ଯୋଗେ ଆସାମରୁ ଫେରିଲେ ୭୦ ପ୍ରବାସୀ ଶ୍ରମିକ

ବୁଗୁଡା: ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ ଆସାମରେ ଫସି ରହିଥିବା ଖବର ପୋଲସରା…

ସତର୍କ ରହିବାରେ ଢିଲା କରନ୍ତୁ ନାହିଁ, ସଟ୍ ଡାଉନ ମାନନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ କେତେକାଂଶରେ କୋହଳ ହୋଇଥିବା ବେଳେ ସମସ୍ତେ ସତର୍କ ଓ ସାବଧାନ ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ଏବଂ ଏହା ଆମକୁ ଓ ଆମ ପରିବାରକୁ…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…

ବ୍ରହ୍ମପୁରର ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକଙ୍କ ରାସ୍ତା ରୋକ

ବ୍ରହ୍ମପୁର: ଆଜି ସକାଳ ୭ଟାରୁ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ହଳଦିପଦର ବସ୍ ଟର୍ମିନାସ ନିକଟସ୍ଥ ୬ନଂ ଜାତୀୟ ରାଜପଥରେ ପାଖାପାଖି ୧୫୦ ଜଣ ପ୍ରବାସୀ ଶ୍ରମିକ ରାସ୍ତା ରୋକୋ କରିଛନ୍ତି। ଉପଯୁକ୍ତ ଖାଦ୍ୟ ଯୋଗାଣ ଅଭାବ ତଥା ନିଜ ନିଜ ଗ୍ରାମ କ୍ବାରେନଣ୍ଟାଇନ କେନ୍ଦ୍ରକୁ ଯିବା ପାଇଁ ପରିବହନରେ…

ଜାଣନ୍ତୁ; କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ଦିଅନ୍ତି ଦର୍ଶନ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପବିତ୍ର ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ ହୋଇଥାଏ । ଏହି ଅବସରରେ…

ସଟଡାଉନ୍ ସମୟରେ ଗଡିବ ବସ୍

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୧୧ ଜିଲ୍ଲା ପୁରା ସଟ୍ଡାଉନ୍ ରହିବ । ତେବେ ଏହି ସଟଡାଉନ୍ ସମୟରେ ସ୍ୱାଭାବିକ ଭାବେ ଗଡିବ ବସ୍ । ବସ୍ ଉପରେ କୌଣସି କଟକଣା ଲାଗିବ…

କଟକ ଜିଲ୍ଲାରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି ସନ୍ଧ୍ୟାରେ କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ ଓ କଟକ ମହାନଗର ନିଗମ ଅଞ୍ଚଳରୁ ୨ ଜଣ କରୋନା ପଜିଟଭ ଚିହ୍ନଟ ହୋଇଥିବା  ପ୍ରଶାସନ ପକ୍ଷରୁ କୁହାଯାଇଛି…

ହସ୍ପିଟାଲ ଭିତରେ ପିଆନୋ ବଜାଉଛନ୍ତି ସ୍ୱର୍ଗତ ୱାଜିଦ ଖାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ତଥା ସିଙ୍ଗର ୱାଜିଦ ଖାନଙ୍କ ନିକଟରେ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ହସ୍ପିଟାଲ ଖଟରେ ବସି ସେ ପିଆନୋ ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍…