କରୋନା କବଳରେ କୋଭିଡ ଯୋଦ୍ଧା: ପଜିଟିଭ ଚିହ୍ନଟ ହେଲେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ
ନୟାଗଡ଼: କରୋନା ସହ ଲଢୁ ଲଢୁ ଆଉ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଚିହ୍ନଟ ହୋଇଛନ୍ତି କୋରୋନା ପଜିଟିଭ ।
ପଜିଟିଭ ଚିହ୍ନଟ ପରେ ଖଣ୍ଡପଡ଼ା କୋଭିଡ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି…