Latest Odisha News

BREAKING NEWS

Yearly Archives

2020

ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତିି । ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି, “ଓଡ଼ିଆ ସାହିତ୍ୟ ଲାଗି ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ…

କରୋନା ଯୁଦ୍ଧର ଯୁଧିଷ୍ଠିର, ପଢନ୍ତୁ ଦୃଷ୍ଟିହୀନଙ୍କ ଦାନର କାହାଣୀ..

ଭୁବନେଶ୍ୱର : ସେ ଦୁନିଆକୁ ଦେଖି ପାରନ୍ତିନି । କିନ୍ତୁ ଏ ଦୁନିଆର ଦୁଃଖ ତାଙ୍କୁ ଜଳଜଳ ହୋଇ ଦିଶେ । ଯାହା ଆଖି ଥିବା ଲୋକଟିଏ ଦେଖିପାରୁନି ତାକୁ ବେଶ୍ ଅନୁଭବ କରିପାରିଛନ୍ତି ସେ । ସେଇଥି ପାଇଁ ତ ନିଜ ସଞ୍ଚିତ ଅର୍ଥକୁ କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଯେଉଁଠି ଇଣ୍ଟରନେଟ୍ ନାହିଁ ସେଇଠି ଟେଲିଭିଜନରେ ପିଲାଏ ପଢିବେ ପାଠ !

କୋଚି: ଅନଲକ୍ ୧ ରେ ଇ ଇଣ୍ଟରନେଟ୍ ମାଧ୍ୟମରେ ପାଠପଢାର ବିକଳ୍ପ ଖୋଜି ନେଇଛି କେରଳ ରାଜ୍ୟ ସରକାର । “ଫାଷ୍ଟବେଲ” ନାମିତ ଡିଜିଟାଲ କ୍ଲାସକୁ ରାଜ୍ୟ ସରକାର କେରଳ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟେକ୍ନୋଲୋଜି ପର୍ ଏଜୁକେଶନ (କାଇଟ) ଭିକ୍ଟେର ଚ୍ୟାନେଲ, ୱେବସାଇଟ, ମୋବାଇଲ ଆପ ଓ ସୋସିଆଲ ମିଡିଆ ପେଜ…

ଅନଲାଇନ୍ କ୍ଲାସ ଲାଗି ଆଣ୍ଡ୍ରୋଏଡ୍ ଫୋନ ଅଭାବରୁ ଜୀବନ ହାରିଲେ କେରଳର ସ୍କୁଲ୍ ଛାତ୍ରୀ !

ମାଲାପ୍ପୁରମ୍‌: ପରିବାରରେ ଆଣ୍ଡରଏଡ୍ ଫୋନ ନଥିବା ରୁ ଅନଲାଇନ କ୍ଲାସ ନକରି ପାରି ଅବସାଦରେ ଆତ୍ମହତ୍ୟା କରିଛନ୍ତି କେରଳର ଜଣେ ସ୍କୁଲ ଛାତ୍ରୀ । ଅଧିକ ପଢନ୍ତୁ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’ ଜୀବନ ହାରିଥିବା…

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ପୁରଣ କରିବାକୁ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କେନ୍ଦ୍ର ଠାରୁ ଏକ ବର୍ଷ ଅଧିକା ସମୟ ମାଗିଛି । ପୂର୍ବରୁ ସରକାର ୨୦୨୧ କୁ ଏହାର ଶେଷ ସମୟ ରୂପେ ଧାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ: ଶ୍ରୀଦେବୀଙ୍କ…

ପାହାଚରୁ ଖସି କଲେଜ ଅଧ୍ୟକ୍ଷାଙ୍କ ଦୁଃଖଦ ମୃତ୍ୟୁ

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କର ଅସ୍ୱାଭାବିକଭାବେ ମୃତ୍ୟୁ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ପାହାଚରୁ ଖସି ଘଟିଛି ଏଭଳି ଅଭାବନୀୟ ଘଟଣା  ।…

ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନର ଶେଷ ସମୟ ବୃଦ୍ଧି କଲା ଆଇଆଇଏମସି

ନୂଆଦିଲ୍ଲୀ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନ ର ଶେଷସମୟକୁ ବୃଦ୍ଧି କରିଦିଆଯାଇଥିବା ବେଳେ ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ । ଅଧିକ ପଢନ୍ତୁ: ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରୋନା…

ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ଖର୍ଚ୍ଚ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି  । ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏଁ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ବାବଦ ଖର୍ଚ୍ଚ ସିଧାଯିବ ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ । ଏହି ଅର୍ଥ ରାଶି ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିବା ଲାଗି ସମସ୍ତ…

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମଣିପୁରରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି । ସେହିପରି ଆଜି ମଧ୍ୟ ଆଉ ଏକ ବିମାନରେ ୧୩୮ ଜଣ ଓଡ଼ିଆ ପ୍ରବାସୀ ଭୁବନେଶ୍ୱର ପହଞ୍ଚିବେ । ଏହି ସମସ୍ତ…