ରାଜଧାନୀରେ ପୁଣି ମାତିଲେ ବାଇକ୍ ଲୁଟେରା, ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ସୁନା ଚେନ୍
ଭୁବନେଶ୍ୱର: ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଛିନତାଇ । ରଜ ସପିଂ କରି ଫେରୁଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଚେନ୍ ଛିଣ୍ଡାଇବାବେଳେ ତଳେ ପଡ଼ି ମହିଳା ଜଣକ ଆହତ ମଧ୍ୟ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଆଜି ଅପରାହ୍ନରେ ୟୁନିଟ-୨ ମାର୍କେଟ୍…