Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୦୫-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମ  ଇ  ତା ୩୧ ରିଖ ରବିବାର ବୃଷ  ୧୮ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ   ନବମୀ ତିଥି  ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୦ଟା ୨୨ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଉତ୍ତରା ଫାଲଗୁନୀ ନକ୍ଷତ୍ର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସହିଦ ହେଲେ ୭୫ ଭାରତୀୟ ଯବାନ, ସତ ନା ଗୁଜବ ?

ଭୁବନେଶ୍ୱର: ତେଜିବାରେ ଲାଗିଛି ଭାରତ ଓ ଚାଇନା ମଧ୍ୟରେ ବିବାଦ । ପୂର୍ବ ଲଦାଖରେ LAC ବା ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦେଶ । ଏପରି ସ୍ଥିତିରେ ଚାଇନା ସେନା ୭୫ ଭାରତୀୟ ଯବାନଙ୍କୁ ନିହତ କରିଥିବା ଖବର ସାମ୍ନାକୁ ଆସିଛି । ତ୍ରୀରଙ୍ଗାରେ ଆବୃତ କିଛି…

‘ବନ୍ଦେ ଉତ୍କଳ ଜନନୀ’: ସାରା ଓଡ଼ିଶା ସହ ସ୍ୱର ମିଳାଇଲା ‘ସୋଆ’

ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାର…

‘ବନ୍ଦେ ଉତ୍କଳ ଜନନୀ’ ଗାନ ଲାଗି କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ ମୁଁ ଋଣୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଆଜି ସନ୍ଧ୍ୟାରେ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଯେଭଳି ଉତ୍ସାହିତ…

ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକା ଜଳୁଛି

ମିନେସେଟା: ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଏବେ ଆମେରିକା ଜଳୁଛି । ମିନେସେଟାରେ ଏମରଜେନ୍ସି ଲାଗୁ କରାଯାଇଛି । ପୋଲିସ କଠୋର ପଦକ୍ଷେପ ନେଉଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ବର୍ତମାନ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଗିରଫ ହୋଇଥିବା ବେଳେ ୧୯ ବର୍ଷର ଜଣେ…

ୟୁଏନଏସସି ଅସ୍ଥାୟୀ ସଦସ୍ୟ ନିର୍ବାଚନ ଦୌଡରେ ଭାରତ ଆଗୁଆ

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟ ଦେଶ ପାଇଁ ମତ ଦିଆଯିବ । ଏହି ପ୍ରକ୍ରିୟା ଜୁନରେ ହେବ । ଏସିଆ-ପ୍ରଶାନ୍ତ ଜୋନରୁ ଭାରତ ଏକମାତ୍ର ଦାବୀଦାର ରହିଛି । ଫଳରେ ଭାରତ ଅସ୍ଥାୟୀ ସଦସ୍ୟ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ୧୯୩ ସଦସ୍ୟ ବିଶିଷ୍ଟ ମହାସଭା କରୋନା…

କୋଭିଡ-୧୯ ମେଗାଲ୍ୟାବ ପ୍ରୋଜେକ୍ଟ: ‘ଆଇଆଇଟି ଆଲୁମ୍‌ନି କାଉନସିଲ’ର ସହଭାଗୀ ହେଲା ‘ମୁମ୍ବାଇ…

ମୁମ୍ବାଇ: କୋଭିଡ-୧୯ ସଙ୍କଟ ତଥା ଅନ୍ୟ ରୋଗର ମୁକାବିଲା ପାଇଁ ତିଆରି ହେବାକୁ ଥିବା ବିଶ୍ୱର ସର୍ବ ବୃହତ ସଂକ୍ରାମକ ରୋଗ ଟେଷ୍ଟିଂ ଲ୍ୟାବ ବିସ୍ତାର ନିମନ୍ତେ ଆଇଆଇଟି ଆଲୁମ୍‌ନି କାଉନସିଲକୁ ସହଯୋଗର ହାତ ବଢାଇଛି ମୁମ୍ବାଇ ବିଶ୍ୱବିଦ୍ୟାଳୟ । ଅଧିକ ପଢନ୍ତୁ: ‘ଇନଟର୍ଣ୍ଣଶାଳା’ ସହଯୋଗରେ…

‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା…

ନୂଆଦିଲ୍ଲୀ: ଇନଟର୍ଣ୍ଣଶାଳା ସହଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଛାତ୍ରଛାତ୍ରୀ ମାନଙ୍କୁ  ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେଇଛି । ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା ଆଗ୍ରହୀ ଛାତ୍ରଛାତ୍ରୀ…

ରାସ୍ତାଘାଟ ସଫା ରଖିବା ପାଇଁ ‘ଆଇଆଇଟି ଖଡଗପୁର’ ବିକଶିତ କଲା ଯାନ୍ତ୍ରିକ ଝାଡୁ !

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ମଧ୍ୟରେ ରାସ୍ତାଘାଟ ସଫା ରଖିବା ହେତୁ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଦୂରୀକରଣର ବିକଳ୍ପ ରୁପରେ 'ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି, ଖଡଗପୁର ତରଫରୁ ଏକ ଯାନ୍ତ୍ରିକ ଝାଡୁ ବିଶିଷ୍ଟ ସଫେଇ ଯାନ ବିକଶିତ କରାଯାଇଛି । କମ ରକ୍ଷଣବେକ୍ଷଣ…

ଲକଡାଉନ୍‌ରେ ଅନ୍‌ଲକ୍‌-୧, ତିନିଟି ପର୍ଯ୍ୟାୟରେ ହଟିବ କଟକଣା

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ଠାରୁ ଲାଗୁ ହେବ ପଂଚମ ପର୍ଯ୍ୟାୟ ଲକଡାଉନ୍ । ତେବେ ପଚଂମ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନୂଆ ନିୟମ ତିଆରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହାକୁ ଅନ୍‌ଲକ୍‌-୧ ନାଁ ଦିଆଯାଇଛି । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ- ଜୁନ୍ ୮…