Latest Odisha News

BREAKING NEWS

Yearly Archives

2020

ସୀମାନ୍ତ ଜିଲ୍ଲାରେ ପୋଲିସର ଏନକାଉଣ୍ଟର: ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ ର ଏନକାଉଣ୍ଟରରେ ଚାରି ହାର୍ଡ କୋର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରୁ ୪ ଟି 'ଏକେ ୪୭' ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ…

ସାଇ ଇଣ୍ଟରନ୍ୟାସନାଲରେ ଜୁନ୍ ୧ରୁ ଆୟୋଜିତ ହେଉଛି ଇ-ସମର୍ କ୍ୟାମ୍ପ୍‌

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ଚଳିତ ବର୍ଷ ନିଆରା ଢଙ୍ଗରେ ଆୟୋଜିତ କରୁଛି ଇ-ସମର୍ କ୍ୟାମ୍ପ୍ । ପିଲାମାନଙ୍କର ଗଠନମୂଳକ କାର୍ଯ୍ୟକୁ ଅଧିକ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସାଇ ଇଣ୍ଟରନ୍ୟାସନାଲ୍ ଏହିପରି ଏକ ଗ୍ରୀଷ୍ଣ ଶିବିର ଆୟୋଜନ କରୁଛି । ସାମ୍ପ୍ରତିକ ପରିସ୍ଥିତିରେ ବାର୍ଷିକ ଗ୍ରୀଷ୍ଣ…

ରାଜ୍ୟର ଏହି ୫ ଟି ଜିଲ୍ଲାରେ ଅଛନ୍ତି ୧୦୦୦ ରୁ ଅଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ମାମଲା । ରାଜ୍ୟରେ ଚିହ୍ନଟ ୧୭୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଟି ଜିଲ୍ଲାରେ ରହିଛି ୧୦୦୦ ରୁ ଅଧିକ ମାମଲା। ଏହି ୫ ଜିଲ୍ଲା ହେଉଛି ଗଞ୍ଜାମ, ଯାଜପୁର,ବାଲେଶ୍ଵର ଖୋର୍ଦ୍ଧା ଏବଂ ଭଦ୍ରକ। ଏହି ୫ ଜିଲ୍ଲା ମଧ୍ୟରୁ ଗଞ୍ଜାମ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ଦିନ ୧୦ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଲେ କେରଳରେ ଫସି ରହିଥିବା ୧୬୯ ଓଡ଼ିଆ ଝିଅ

ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନ ଯୋଗେ କେରଳରେ ଫସି ରହିଥିବା ୧୭୦ ଓଡ଼ିଆ ଝିଅ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଛନ୍ତି ।ଏମାନେ ସମସ୍ତେ କେରଳର ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । କରୋନା ପାଇଁ ତାଲାବନ୍ଦ ଯୋଗୁଁ ସେଠାରେ ଫସି ରହିଥିଲେ । ଏନେଇ ସହାୟତାର ହାତ ବଢ଼ାଇଥିଲେ ବଲିଉଡ…

ବାତ୍ୟା ଅମ୍ଫାନ ସହାୟତା; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ଲକ୍ଷ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ‘ଅମ୍ଫନ’ ପ୍ରଭାବରେ ଓଡିଶାର ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବଂ ରିଲିଫ୍ ପାଇଁ ଅନେକ ବ୍ୟକ୍ତିବିଶେଷ ସହାୟତା କରିଥିବା ବେଳେ ଏବେ ସେଥିରେ ଯୋଡି ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଉକ୍ତ ବାତ୍ୟା…

ସମ୍ବଲପୁରରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକସ୍ଥିତ ନାକଟିଦେଉଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହିତସରା ଗ୍ରାମରେ ଗୋଟିଏ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ପ୍ରମିଳା ଦେହୁରୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ରହୁଥିବା…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାସ୍କର ବାଧ୍ୟତାମୂଳକ ବ୍ୟବହାର ଏବଂ ଲକଡାଉନ୍ ନିୟମ କଡାକଡି କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ନଜର ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସାମାଜିକ ଦୂରତା ସ୍କ୍ୱାର୍ଡ ଏବଂ ଡ୍ରୋନ୍ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଟ୍ୱିନସିଟି…

ବାପାର କୁରାଢ଼ୀ ଚୋଟରେ ପ୍ରାଣ ହରାଇଲା ମଦ୍ୟପ ପୁଅ

ଆଠଗଡ: କଟକ ଜିଲ୍ଲାର ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପୁଅକୁ ହତ୍ୟା କରି ମୃତଦେହକୁ ତାଙ୍କ ଘର ପଛପଟରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗିରଫ କରିଛି। ଗତ ରବିବାର ଦିନ…