Latest Odisha News

BREAKING NEWS

Yearly Archives

2020

ଅସଦାଚରଣ ଅଭିଯୋଗରେ ନନ୍ଦନକାନନ ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର: ନନ୍ଦନକାନନ ଥାନାର ପୂର୍ବତନ ଆଇଆଇସି ପରମାନନ୍ଦ ନାୟକଙ୍କୁ 'ଅସଦାଚରଣ' ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏନେଇ ଡିଜିପି ଗୁରୁବାର ସନ୍ଧ୍ୟାରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁସାରେ, ଉକ୍ତ ପୋଲିସ୍ ଷ୍ଟେସନର ଜଣେ ମହିଳା ସବ୍-ଇନ୍ସପେକ୍ଟର ଶ୍ରୀ ନାୟକଙ୍କ…

ଜଗତସିଂହପୁର ନଦୀପଠାରୁ ମିଳିଲା ୪ ମଣିଷ ଖପୁରୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାଇକାନଦୀ କୂଳରୁ ଜବତ ହୋଇଛି ୪ ଟି ମଣିଷ ଖପୁରୀ । ମିଳିଥିବା ସୂଚନା ଅନୁସାରେ, ପାଇକାନଦୀ କୂଳରୁ ଶୁକ୍ରବାର ଦିନ ୪ ଟି ମଣିଷ ଖପୁରୀ ଜବତ କରିଛି ପୋଲିସ। କିଏ ଓ କାହିଁକି ଏହି ଖପୁରୀ ଏଠାରେ ରଖିଛି ସେନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୌଣସି ତାନ୍ତ୍ରିକ…

ଆଜି ବସିବ କ୍ୟାବିନେଟ ବୈଠକ; ୨୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଦିନ ୧୧.୪୫ ମିନିଟରେ ଭିଡ଼ିଓ କନଫ୍ରେସିଙ୍ଗରେ ଏହି ବୈଠକ ଅନୁଷ୍ଠିତ…

ଦିନକୁ ୧୫୦ କିମି ବେଗରେ ମାଡି ଆସୁଛନ୍ତି ପଙ୍ଗପାଳ: ୨୪ ଘଣ୍ଟାରେ ଖାଇଯିବେ ୩୫ ହଜାର ଲୋକଙ୍କ ଖାଦ୍ୟ !

ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡା । କରୋନା ସଙ୍କଟ ନଯାଉଣୁ ମାଡି ଆସୁଛି ଆଉ ଏକ ମହାସଂକଟ 'ପଙ୍ଗପାଳ' । ଯାହା ଭାଙ୍ଗି ଦେଇ ପାରେ ଚାଷୀକୁଳର ମେରୁଦଣ୍ଡ । ଏବେ ଏହି ପଙ୍ଗପାଳକୁ ନେଇ ସାରା ଦେଶରେ ଚର୍ଚ୍ଚା । ଝିଣ୍ଟିକା ଭଳି ଦେଖା ଯାଉଥିବା ଏହି ୨ ଗ୍ରାମ ବିଶିଷ୍ଟ କୀଟ ବହୁ ମାତ୍ରାରେ…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୭୪୬୬ ଆକ୍ରାନ୍ତ, ୧୭୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ!

ଭୁବନେଶ୍ୱର: ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀ ରଚିଛି ତାଣ୍ଡବ। ଘଣ୍ଟା ପ୍ରତି ୫୫ କିମି ଯାଏଁ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହୋଇଥିବା ସୂଚନା। ପବନରେ ଭୁବନେଶ୍ୱରର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି । ଗଛ ଭାଙ୍ଗିଯିବାରୁ କିଛି ସ୍ଥାନରେ ବିଦ୍ୟୁତ ସରବରାହ…

ବ୍ରହ୍ମପୁରରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ

ବ୍ରହ୍ମପୁର: ବ୍ରହ୍ମପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଘରେ ନିଆଁଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୩ ଜଣ ବ୍ୟକ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ ପାଣିଗ୍ରାହୀ ସାହିରେ ଏହି ଅଘଟଣ ଘଟିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୨୯- ୦୫-୨୦୨୦ ଶୁକ୍ରବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ମାସ ତା  ୨୯ ରିଖ ଶୁକ୍ରବାର ବୃଷ  ୧୬ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ  ପକ୍ଷ  ସପ୍ତମୀ   ତିଥି  ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ସକାଳ ୭ଟା ୧ମିନିଟ୍ ପର୍ଯ୍ୟନ୍ତ ଏହା ପରେ ମଘା ନକ୍ଷତ୍ର ସିଂହ…

ମୁଖ୍ୟମନ୍ତ୍ରୀଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା…

ରେଳବାଇର ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍‌, ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ ନିର୍ଦ୍ଦେଶନାମାରେ ସଂଶୋଧନ

ନୂଆଦିଲ୍ଲୀ: ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ…