Latest Odisha News

BREAKING NEWS

Yearly Archives

2020

ଆସନ୍ତୁ ଜାଣିବା କେଉଁ ମହଲରେ ରହିଛି ହିଟଲରଙ୍କ ୨୮ ଟନ ସୁନା

ମସ୍କୋ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡୋଲଫ ହିଟଲରଙ୍କୁ କିଏ ବା ନ ଜାଣେ । ବର୍ତମାନ ସେ ଲୁଚାଇ ରଖିଥିବା ୨୮ ଟନ ସୁନା ନେଇ ଆଲୋଚନା ଜୋର ଧରିଛି । ସେ ସମୟର ଜଣେ ସୈନିକଙ୍କ ଡାଏରୀରୁ ଏହି ତଥ୍ୟ ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ତଥା ଜର୍ମାନୀର ସୈନିକମାନେ ରୁଷ ସେନା କବଳରୁ…

କରୋନା ଅପଡେଟ: ସକାଳେ ୬୭ ପଜିଟିଭ, ଅପରାହ୍ଣରେ ୭୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ଗୋଟିଏ ଦିନରେ ସକାଳେ ୬୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ୭୫ ଜଣ ସୁସ୍ଥ ହୋଇଛନ୍ତି । ଏହି ୭୫ କରୋନା ଆକ୍ରାନ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।…

ମେ’୩୦ ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି । କରେନାର ଯୋଦ୍ଧାଙ୍କ ପାଇଁ ମେ’ ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ରାଜ୍ୟବାସୀଙ୍କୁ ନବୀନ ନିବେଦନ କରିଛନ୍ତି । ସେ କହିଛନ୍ତି, ଆପଣମାନେ ଦୁନିଆରେ ଯେଉଁଠାରେ…

ଜୁନ୍ ୨ରେ ରୁଷିଆରୁ ଫେରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଧରି ଜୁନ୍ ୨ ତାରିଖରେ ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ପହଞ୍ଚିବ । ଏସମ୍ପର୍କରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରି କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଏୟାର୍…

ଆସାମରେ ବନ୍ୟା ସ୍ଥିତି; ୩ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୧୧ ଜିଲ୍ଲାର ୩ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ ଗୋଲପରା ଜିଲ୍ଲାର ରଙ୍ଗଜୁଲିରେ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି…

କୋଭିଡ-୧୯ ବିରୋଧୀ ସଂଗ୍ରାମରେ ଓଡ଼ିଶାର ସ୍ଥିତି ଭଲ ଅଛି: ନବୀନ

ଭୁବନେଶ୍ୱର: ଦୁଇ ମାସ ଧରି ସାରା ଦୁନିଆ ଏକ ବଡ ଜଟିଳ ପରିସ୍ଥିତିର ସାମ୍ନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ଓଡିଶା ବି କୋଭିଡ ବିରୁଦ୍ଧରେ ଯୁଦ୍ଧ ଜାରି ରହିଛି । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ…

ଲାଲ ଇଲାକାର ୪ ବର୍ଷର କୁନି ଝିଅର କରୋନା ବାର୍ତ୍ତା, ଭିଡିଓ ଭାଇରାଲ

ମାଲକାନଗିରି: ମନ ଜିଣିଲା ଲାଲ ଇଲାକାର କୁନି ଝିଅ । ଲାଲ ଆତଙ୍କ ଲାଗି ଚର୍ଚ୍ଚାରେ ରହୁ ଥିବା ସୁକୁମା ଜିଲ୍ଲା ଏବେ ୪ ବର୍ଷର କୁନି ଝିଅର କୋରୋନା ବାର୍ତ୍ତା କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ସୋସିଆଲ ମିଡିଆ ରେ କୋରୋନା ବାର୍ତ୍ତା ଦେଇ ପ୍ରଶଂସା ସାଉଁଟିଛନ୍ତି ଛତିଶଗଡ ସୁକୁମା…

କେନ୍ଦ୍ର ଓ ରାଜ୍ୟରେ ଚାଲିଛି ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର: ନିରଞ୍ଜନ

ଭୁବନେଶ୍ୱର: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଛି ‘ଥ୍ରୀ-ପି’ ଅର୍ଥାତ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରଚାରଣାର ସରକାର । କଂଗ୍ରେସ ପକ୍ଷରୁ ଅଜି ସ୍ପିକ୍‌-ଅପ୍‌-ଇଣ୍ଡିଆ ଆରମ୍ଭ ଅବସରରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କରୋନା ସମୟରେ ଉଭୟ ବିଜେପି ଓ…

ବଜ୍ରାଘାତରେ ୨ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଗୁରୁବାର ସକାଳେ ବର୍ଷା ସହ ବଜ୍ରପାତ ହୋଇଥିବା ବେଳେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଭୋଗରାଇ ବ୍ଲକର ବଡପାହି ଗାଁର ଜଣେ ମହିଳା ଏବଂ ବାଲିଆପାଳ ବ୍ଲକ ଅନ୍ତର୍ଗତ କେଲୁଆଡିଆ ଗ୍ରାମରେ ପଶ୍ଚିମବଙ୍ଗର ଜଣେ ଶ୍ରମିକ ଅଛନ୍ତି।…

କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସେବା କରିବାବେଳେ ଯେଉଁ ସରପଂଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନ ଙ୍କ ସହ ନବୀନ କଥା ହୋଇଛନ୍ତି । ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କରିବା ସହ…