ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ
କୋଲକାତା: ମହାମାରୀ କରୋନା ଏବଂ ବାତ୍ୟା ଆମ୍ଫନ୍ ସଂକଟ ଯୋଗୁଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ର ସମସ୍ତ ସ୍କୁଲ ତଥା କଲେଜ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଅଛି ।
ଗତ ମଇ ୨୧ ତାରିଖ ରେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଆମ୍ଫନ୍ ଯୋଗୁ ବୋହିଥିବା ପବନ ତଥା…