Latest Odisha News

BREAKING NEWS

Yearly Archives

2020

ରାଜଦ୍ରୋହ ଅଭିଯୋଗରେ ୩ ଯୁବରାଜ ଅଟକ

ରିୟାଦ୍‌: ସାଉଦି ଆରବ ରାଜା ମେହମ୍ମଦ ବିନ ସଲମାନ (ଏମବିଏସ)ଙ୍କ ନିର୍ଦ୍ଦେଶକ୍ର ରାଜଦ୍ରୋହ ଅଭିଯୋଗରେ ସାଉଦି କର୍ତ୍ତୃପକ୍ଷମାନେ ଦୁଇ ଜଣ ବରିଷ୍ଠ ଯୁବରାଜ ସମେତ ରାଜପରିବାରର ତିନିଜଣ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଆମେରିକା ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରାଜ ପରିବାରର…

କରୋନାକୁ ନେଇ ହେଉଥିବା ଗୁଜବରୁ ଦୂରେଇ ରୁହନ୍ତୁ: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭୂତାଣୁ । ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ଯେମିତି ବ୍ୟାପୁଛି ଠିକ୍‌, ସେମିତି ଏହାକୁ ନେଇ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍‌

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକୁଲା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଲାଞ୍ଚ ନେବା ଅଭିଯୋଗରେ ଶନିବାର ଦିନ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ଛବି ନାରାୟଣ ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ…

କିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ବୋଲିଲେ ଗୀତଗୋବିନ୍ଦ, ଜାଣନ୍ତୁ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ କାବ୍ୟ ହେଉଛି ଗୀତଗୋବିନ୍ଦ । ଗୀତଗୋବିନ୍ଦ ଯେଉଁଠି ଗାୟନ ହୋଇଥାଏ ସେଠାକୁ ଯାଇ ମହାପ୍ରଭୁ ନିଜେ ଶୁଣିବାକୁ ଭଲ ପାଆନ୍ତି ବୋଲି କଥିତ ରହିଛି । ଶ୍ରୀଜଗନ୍ନାଥ ଓ ଗୀତଗୋବିନ୍ଦକୁ ନେଇ ଆଧ୍ୟାତ୍ମିକ ଅନୁଭୂତିରେ ଭରା ଅନେକ କିମ୍ବଦନ୍ତୀ ରହିଛି ।…

କରୋନା ଭାଇରସ ଭୟ; ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଶନିବାର ଘୋଷଣା କରିଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ…

କରୋନା ଭୟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବାବୁଙ୍କୁ ବିଦେଶ ଗସ୍ତ ମନା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଛି । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…

ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ

ଭୁବନେଶ୍ୱର: ଅଶା ଅଶଙ୍କା ଓ ସମସ୍ତ କଳ୍ପନାର ଅନ୍ତ ଘଟିଛି । ବିଜେଡି ରାଜ୍ୟସଭା ଟିକେଟ ଉପରୁ ହଟିଛି ସସ୍‌ପେନ୍ସ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ…

ଶସ୍ତା ଓ ସୁବିଧାରେ ଲୋକଙ୍କୁ ମିଳୁଛି ଔଷଧ: ମୋଦୀ

ନୂଆଦିଲ୍ଲୀ: ଲୋକଙ୍କୁ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜନଔଷଧୀ ଯୋଜନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରାଦେଶରେ ୬ ଜହାର ଜନଔଷଧୀ କେନ୍ଦ୍ର ଖୋଲାଯାଇଛି । ଏହି ସବୁ କେନ୍ଦ୍ରରେ ୫୦ରୁ ୭୦ ପ୍ରତିଶତ ଯାଏଁ ଶସ୍ତାରେ ଔଷଧ ମିଳୁଥିବା ନେଇ…

ୟେସ ବ୍ୟାଙ୍କ: ସଙ୍କଟ ଦୂର କରିପାରେ ଏସବିଆଇ

ନୂଆଦିଲ୍ଲୀ: ଗୁରୁବାର ଦିନ ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ୟେସ ବ୍ୟାଙ୍କର ଟଙ୍କା ଜମାକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ୟେସ ବ୍ୟାଙ୍କରେ ନିଜ ଟଙ୍କାକୁ ନେଇ ଜମାକାରୀ ଆଶା ଆଶଙ୍କାରେ ରହିଛନ୍ତି । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ,୧୭ ଅଟକ

କଟକ: କଟକର ମଙ୍ଗୁଳି ଛକ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ସ୍ଥାନୀୟ ପୋଲିସ ଚଢାଉ କରିଛି । ଏହି ଘଟଣାରେ ପୋଲିସ ୧୭ ଜଣଙ୍କୁ ଅଟକ ରଖିଛି। ପ୍ରାପ୍ତ ସୂଚନାନୁଯାୟୀ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଦୀର୍ଘଦିନରୁ ଜୁଆ ଖେଳ ଚାଲିଥିବା ବେଳେ ଗତକାଲି କୌଣସି ସୁତ୍ରରୁ ଖବର…