ଅଯୋଧ୍ୟା ମାମଲା : ସୁପ୍ରିମ କୋର୍ଟରେ ପିଟିସନ ଦାଏର କଲା ପିଏଫଆଇ
ନୂଆଦିଲ୍ଲୀ: ସଂଖ୍ୟାଲଘୁ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଅଯୋଧ୍ୟା ମାମଲା ବିଷୟରେ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଏର କରିଛନ୍ତି। ପିଟିସନ୍ରେ ‘ପିଏଫ୍ଆଇ’ ଦର୍ଶାଇଛି ଯେ ସେ ଅଯୋଧ୍ୟା ଏବଂ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ। କିନ୍ତୁ, ଏହି ମାମଲାରେ…