ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପରେ ସୋଶିଆଲ ମିଡିଆରେ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର
ଢ଼େଙ୍କାନାଳ: ଓଡିଶାର ବାର୍ଷିକ ମାଟ୍ରିକ ପରୀକ୍ଷାର ଏକ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶ୍ନପତ୍ର ଲିକ ହୋଇଥିବା ସନ୍ଦେହ ହୋଇଛି ।
ସୂଚନା ମୁତାବକ, ସୋମବାର ଦିନ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପରେ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ଢ଼େଙ୍କାନାଳ…