କରୋନା ପାଇଁ ଚୀନରୁ ଆମଦାନୀ ବନ୍ଦ କଲା ଭାରତ
ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ପାଇଁ ଭାରତର ଆମଦାନୀ ଉପରେ ପ୍ରଭାବ ପଡିଛି । ଭାରତ ଚୀନ୍ରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି । ସେଠାରେ ସ୍ଥିତି ନସୁଧୁରିବା ଯାଏ କୌଣସି ବି ଜିନିଷ ଭାରତକୁ ଆସିବ ନାହିଁ । ତେବେ ଚୀନ୍ରୁ ଯେଉଁ ସବୁ ସାମଗ୍ରୀ ଆମଦାନୀ ହେଉଥିବା…