ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶି ଫଳ
ତା ୨୨-୦୨-୨୦୨୦ ଶନିବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୨ ରିଖ ଶନିବାର କୁମ୍ଭ ୧୦ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ଯା ତିଥି
ଶ୍ରବଣା ନକ୍ଷତ୍ର ଦିନ ୧୧-୪୩ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଧନିଷ୍ଠା ମକର ଚନ୍ଦ୍ର ଭୋଗ…