Latest Odisha News

BREAKING NEWS

Yearly Archives

2020

ତାପସୀ ପାନୁଙ୍କୁ ବଲିଉଡ ଷ୍ଟାର ପସନ୍ଦ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପାନୁ ଜଣେ ଆଥଲେଟଙ୍କୁ ବିବାହ କରିବେ ବୋଲି କହିଛନ୍ତି । ମୁଁ ବଲିଉଡ ଷ୍ଟାରଙ୍କ ଅପେକ୍ଷା କ୍ରୀଡାବିତଙ୍କୁ ଭଲ ପାଏ ବୋଲି ସେ କହିଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ଖେଳକୁ ଭଲ ପାଉଥିବାରୁ ଆଥଲେଟ ମୋର ପ୍ରିୟ । ସେଥିପାଇଁ ଏକ ବ୍ୟାଡମିଂଟନ ଟିମର ମାଲିକ…

ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…

ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି । ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି…

ମହାଶିବରାତ୍ରୀ: ରାଜ୍ୟର ପ୍ରମୁଖ ଶୈବପୀଠରେ କେଉଁ ସମୟରେ ଉଠିବ ମହାଦୀପ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି । ଭୁବନେଶ୍ୱରସ୍ଥିତ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରର ୨୦୦ ମିଟର ବ୍ୟାରିକେଡ଼ ମଧ୍ୟରେ ଦର୍ଶନାର୍ଥୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ…

ରେଳବାଇର ଫିଟନେସ ମନ୍ତ୍ର: ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ଏମିତିରେ ରେଲୱେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରେ ମିଳିଯାଏ । କିନ୍ତୁ ଏବେ ଆପଣ ଏହାକୁ ମାଗଣାରେ ମଧ୍ୟ ହାସଲ କରିପାରିବେ । ଭାରତୀୟ ରେଳବାଇ ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏମିତି ଏକ ମେସିନ ଲଗାଇଛି ଯେଉଁଥିରୁ ଆପଣ ମାଗଣାରେ ରେଲୱେ ଟିକେଟ ନେଇପାରିବେ । ଏଥିପାଇଁ…

ଇଣ୍ଡିଆନ-୨ ସେଟରେ ଦୁର୍ଘଟଣା; କମଳ ହାସନ, ଶଙ୍କରଙ୍କ ନାଁରେ ମାମଲା

ଚେନ୍ନାଇ: ଇଣ୍ଡିଆନ୍‌-୨ ସେଟ ଦୁର୍ଘଟଣାରେ ସ୍ଥାନୀୟ ପୋଲିସ କମଳ ହାସନ, ନିର୍ଦ୍ଦେଶକ ଶଙ୍କରଙ୍କ ସମେତ କ୍ରେନ ଅପରେଟରଙ୍କ ନାମରେ ଦାୟିତ୍ୱହୀନତା ମାମଲା ରୁଜୁ କରାଯାଇଛି । ଏହି ଦୁର୍ଘଟଣାରେ ଶ୍ରୀକୃଷ୍ଣ ମଧୁ ଓ ଚନ୍ଦ୍ରନ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେଟରେ ଯେ ହେତୁ ପ୍ରଯୋଜକ…

ମନ୍ଦିରରେ ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଝାଡକୁଦା ପଂଚାୟତ କଳାଯମୁନା ଗାଁର ନୀଳକଣ୍ଠେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିରରେ ପୂଜା କରି ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ପୋଡିଯାଇଛନ୍ତି । ସୂଚନାଯୋଗ୍ୟ, ଶିବରାତ୍ରି ଅବସରରେ ମନ୍ଦିରରେ ପୂଜା କରି ଦୀପ ଦେବା ବେଳେ ଶାଢ଼ୀରେ ନିଆଁ…

ଶାନ୍ତନୁ,ଦେବାଶୀଷଙ୍କ ଅର୍ଦ୍ଧଶତକ : ଓଡିଶା-୧୫୧/୪

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଓଡିଶା ୪ ଉଇକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଛି । ବେଙ୍ଗଲ ପ୍ରଥମ ଇନିଂସରେ ୩୩୨ ରନ କରିଥିବାରୁ ଓଡିଶା ୧୮୧ ରନ ପଛରେ ରହିଛି । ଶାନ୍ତନୁ ମିଶ୍ର (୬୨) ଓ ଦେବାଶୀଷ ସାମନ୍ତରାୟ ୬୮ ରନ…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର ବିଜୟ ଅଭିଯାନ ଆରମ୍ଭ

ସିଡନୀ:ପୁନମ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୧୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଆଇସିିସି ମହିଳା ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪ ଉଇକେଟ ବିନିମୟରେ ୧୩୨ ରନ କରିଥିଲା । ଦୀପ୍ତି ଶର୍ମା(୪୯), ଶେଫାଳୀ ବର୍ମା (୨୯)…

ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ର ସିସିଟିଭି ଭାଙ୍ଗିବା ଘଟଣାରେ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଭାଙ୍ଗିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟସରକାର ସଂପୃକ୍ତ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାଇଛନ୍ତି । “କେତେକ ପରୀକ୍ଷା କେନ୍ଦ୍ରରେ…

କୁପୱାରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଭାରତର ପାଲଟା ଜବାବରେ ୧ ପାକ୍ ଯବାନ ନିହତ

କୁପୱାରା: ଜମ୍ମୁ ଓ କାଶ୍ମୀରର କୁପୱାରାରେ ଗୁରୁବାର ରାତି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ପାଲଟା ଜବାବରେ ଭାରତୀୟ ସେନାଙ୍କ ଗୁଳିରେ ଜଣେ ପାକିସ୍ତାନୀ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସେନାର ସୂଚନା ମୁତାବକ, ପାକିସ୍ତାନ…