ଶିବରାତ୍ରି ଅବସରରେ ଅଘଟଣ; ପାହାଡରୁ ପଥର ଖସି ୧୫ ଶ୍ରଦ୍ଧାଳୁ ଆହତ
ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଶିବରାତ୍ରି ଅବସରରେ ବଡ ଅଘଟଣ ଘଟିଛି । ରାଉରକେଲାର ହାତୀବାରୀ ପୋଲିସ ସୀମା ଅଧିନରେ ଥିବା କନ୍ଦରକେଲାରେ ଜଟିଆ ବାବା ପାହାଡରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଶିବରାତ୍ରି ଅବସରରେ ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ପାହାଡ ଉପରେ…