ଓଡ଼ିଶା ଇ-ବଜେଟ୍ ୨୦୨୦ ସମ୍ପର୍କରେ ଅଧିକ ଜାଣନ୍ତୁ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ଲାଗି ଆଇପ୍ୟାଡ଼ରେ ବଜେଟ୍ ଉପସ୍ଥାପନ କରିଛନ୍ତି ।
ପ୍ରତ୍ୟେକ ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇପ୍ୟାଡ଼ ସହିତ ବଜେଟ୍ ଡକ୍ୟୁମେଣ୍ଟ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦିଆଯାଇଥିଲା ।
ଓଡ଼ିଶା…