Latest Odisha News

BREAKING NEWS

Yearly Archives

2020

ମାଲକାନଗିରି ମାଓବାଦୀ କ୍ୟାମ୍ପ ଧ୍ୱଂସ; ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ବୋଣ୍ଡା ଘାଟି ଅଂଚଳର ଏକ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ କହିବାନୁସାରେ, ପୋଲିସକୁ ବୋନଦାପଡା-ସମ୍ବଲପୁର ଜଙ୍ଗଲରେ ମୁଦୁଲିପଡା ପାଖରେ ମାଓବାଦୀଙ୍କ ଉପସ୍ଥିତି…

ଏସିଆନ୍ ରେସଲିଂ ଚାମ୍ପିୟନଶିପ ପାଇଁ ଚୀନ ରେସଲରଙ୍କୁ ଭିଜା ମିଳିଲାନି

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ଭାରତ ଚୀନ ରେସଲରଙ୍କୁ ଭିଜା ପ୍ରଦାନ କରିନାହିଁ । ଭାରତୀୟ ରେସଲିଂ ଫେଡେରେଶନ ଏହା ସ୍ପଷ୍ଟ କରିଛି । କରୋନା ଭାଇରସ ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅପରପକ୍ଷରେ ପାକିସ୍ତାନ ରେସଲରଙ୍କୁ ଭିଜା ପ୍ରଦାନ କରାଯାଇଛି । ବିଭିନ୍ନ…

ନିର୍ଭୟା ମାମଲାରେ ଜାରି ହେଲା ନୂଆ ଡେଥ ୱାରେଣ୍ଟ: ମାର୍ଚ୍ଚ ୩ ରେ ଫାଶୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ପାଇଁ ତୃତୀୟ ଥର ପାଇଁ ଜାରୀ ହୋଇଛି ଡେଥ ୱାରେଣ୍ଟ । ମାର୍ଚ୍ଚ ମାସ ୩ତାରିଖ ସକାଳ ୬ ରେ ଦୋଷୀ ମାନଙ୍କୁ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରୀ କରିଛନ୍ତି ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟ ।…

ଏୟାର ଇଣ୍ଡିଆକୁ ଋଣ ବୋଝ ଅସମ୍ଭାଳ; ଯାତ୍ରୀଙ୍କୁ ଦେଲା ଏହି ବିଶେଷ ଅଫର

ନୂଆଦିଲ୍ଲୀ: ଋଣ ବୋଝ ତଳେ ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆ । ବିମାନ ଯାତ୍ରୀଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ଏୟାର ଇଣ୍ଡିଆ ଏହି ଅଫର ବିଷୟରେ ନିଜ ୱେବସାଇଟରେ ସୂଚନା ଦେଇଛି । ଏଥିରେ ଆପଣ ମାତ୍ର ୭୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ । ଏହାବ୍ୟତୀତ ୪,୫୦୦ ଟଙ୍କାରେ ବିଦେଶ ମଧ୍ୟ…

ସିନେମାର ରୂପ ନେବ ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କ ହତ୍ୟା ଘଟଣା

ମୁମ୍ବାଇ: ଆଜିର ସମୟରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ମାନେ ରିୟଲ ଲାଇଫ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ଲୋକପ୍ରିୟତା ସାଉଁଟିବା ନିର୍ଦ୍ଦେଶକ ମାନଙ୍କୁ ଲାଭାନ୍ବିତ ମଧ୍ୟ କରାଉଛି। ନିକଟରେ ହାଇଦ୍ରାବାଦର ଭେଟେରିନାରି ଡାକ୍ତରଙ୍କ ବଳାତ୍କାର ପରେ…

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇ ସ୍ଥିତ ଜିଏସ୍‌ଟି ଭବନରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମୁମ୍ବାଇର ଭାୟଖଲା ଅନ୍ତର୍ଗତ ମହାରାଣା ପ୍ରତାପ ଚୌକ ଠାରେ ଥିବା ଜିଏସ୍‌ଟି ଭବନର ୮ମ ମହଲାରେ ନିଆଁ ଲାଗିଛି । ଫଳରେ ଅନେକ ଲୋକେ କୋଠାରେ ଫଶି ରହିଥିବା ଅଶଙ୍କା କରାଯାଉଛି । ଏଥିସହ ନିଆଁ ଲାଗିବା…

ଶାହିନବାଗ ଆନ୍ଦୋଳନ: ଆନ୍ଦୋଳନକାରୀଙ୍କ ସହ କଥା ହେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥି…

ନୂଆଦିଲ୍ଲୀ: ପାଖାପାଖି ୨ ମାସ ହେବ ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବ ପାଇଁ ସୁପ୍ରିମକୋର୍ଟ ଅଦାଲତ ଜଣେ…

୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା । ଏନେଇ ସୁପ୍ରିମକୋର୍ଟ ଆଜି ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ସାମୂହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ…

ଓଡ଼ିଶା ବଜେଟ୍ ସମ୍ପର୍କରେ ଜାଣିବାକୁ ଡାଉନଲୋଡ଼ କରନ୍ତୁ ଏହି ଆପ୍ପ୍‌

ଭୁବନେଶ୍ୱର: ଓଡ଼ିଶାର ୨୦୨୦-୨୧ ବଜେଟ୍ ସମ୍ପର୍କରେ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ବିବରଣୀ ଜଣାଇବାକୁ ରାଜ୍ୟ ସରକାର ‘ଓଡ଼ିଶା ବଜେଟ୍‌’ ନାମକ ଏକ ନୂଆ ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯେକୌଣସି ବ୍ୟକ୍ତି ଓଡ଼ିଶା ବଜେଟ ସମ୍ପର୍କୀତ ଏହି ଡ଼ିଜିଟାଲ୍ ପର୍ମର…

ମାଆ କୋଳରୁ ଜନ୍ମ ନେଲା ଅଦ୍ଭୁତ ଶିଶୁ; ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ: କଟକ ଶିଶୁଭବନରେ ଏକ ବିରଳ ନବଜାତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇଛି । ଶିଶୁଟିର ଅନ୍ତନଳୀ ଓ ଯକୃତ ଶରୀର ବାହାରେ ଅଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୁଲଢ଼ା ଗାଁର ସୁଜାତା ଗୌଡ ଶନିବାର ଦିନ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁର…