ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି କାଟସାହି ଖଣି ନିଲାମ
ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ କେନ୍ଦୁଝରସ୍ଥିତ କାଟସାହି ମାଙ୍ଗାନିଜ ଖଣିର ନିଲାମ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଛି ।
ୟାଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍, ଅଗ୍ରସେନ ସ୍ପଜ୍ ପ୍ରା. ଲି. ଓ ବେଦାନ୍ତ କମ୍ପାନୀ ଏହି…