ଫିଲ୍ମ ଫେୟାର ୨୦୨୦: ରଣବୀର-ଆଲିଆଙ୍କୁ ଶ୍ରେଷ୍ଠ କଳାକାର ପୁରସ୍କାର
ମୁମ୍ବାଇ: ବଲିଉଡରେ ନିଜ ଉତ୍କୃଷ୍ଟ କଳାର ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ପ୍ରତିବର୍ଷ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ କରାଯାଏ । ଚଳିତ ବର୍ଷ ଫେବୃଆରୀ ୧୫ ସନ୍ଧ୍ୟାରେ ଆସାମ ଗୋହାଟି ଠାରେ ଏହି ସମ୍ମାନ ଜନକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।
ଏହି ସମ୍ମାନ ଜନକ ପୁରସ୍କାର…