Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୦୨-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ ତା ୧୪ ରିଖ ଶୁକ୍ରବାର  କୁମ୍ଭ ୨ ଦିନ  ଫାଲଗୁନ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଘାତ…

ପୁଲୱାମା ଆକ୍ରମଣକୁ ବର୍ଷେ: ବୀର ଶହୀଦଙ୍କୁ ନମନ

ଭୁବନେଶ୍ୱର: ୨୦୧୯ ଫେବୃୟାରୀ ୧୪ ତାରିଖ । ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଦେଶ । ଭାରତକୁ ସମ୍ଭୀଭୁତ କରିଦେଇଥିଲା ପୁଲୱାମା ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ । ଏହି ହୃଦୟ ବିଦାରକ ଘଟଣାରେ ଦେଶର ୪୪ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଆଜି ଏହି ଘଟଣାକୁ ପୁରିଛି ଏକ ବର୍ଷ । ତଥାପି ଲିଭି ନାହିଁ ମନରୁ…

ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସର ହେବ ମୂଳପୋଛ ! ଜାଣନ୍ତୁ ଉପାୟ

ଉହାନ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏହି ଭାଇରସ ଦ୍ୱାରା ସାରା ଦୁନିଆରେ ପାଖାପାଖି ୬୦,୧୦୮ଜଣ ଲୋକ ସଂକ୍ରମଣର ଶିକାର ହୋଇସାରିଲେଣି । ମୋଟ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୯,୫୩୯ ଲୋକ କେବଳ ଚୀନରେ ଅଛନ୍ତି । ଯେବେକି, ଚୀନର ୧୩୬୧ ଲୋକ ମୃତ । ଏବେ ଜର୍ମାନୀର ବୈଜ୍ଞାନିକମାନେ କେମିତି…

ରାଜ୍ୟରେ ୫୮ହଜାର ୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ: ଉପକୃତ ହେବେ ୬୦ଲକ୍ଷ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ବିଭାଗ ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆବଶ୍ୟକତା ଅନୁଯାୟୀ, ସ୍କୁଲଗୁଡିକର ଅଭାବ ଦୂର କରିବା ପାଇଁ ବିଭାଗ ଯୋଜନା କରୁଥିବା ବେଳେ ରାଜ୍ୟର ଥିବା ସମସ୍ତ ୫୮ହଜାର ୮୯ଟି ସ୍କୁଲକୁ ସାମିଲ କରାଯାଇଛି ।…

ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ନ’ହେବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ପ୍ରଶ୍ନପତ୍ରରେ ରହିବ ଇନ୍‌ଭିଜିବୁଲ କୋଡ, ଭାଇରାଲ ହେଲେ ଅଧଘଣ୍ଟାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗଣଶିକ୍ଷା ବିଭାଗ। ରାଜ୍ୟରେ ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତବର୍ଷ କୌଣସି ସ୍କୁଲରେ ଯେପରି ଫେଲ୍ ନରହେ ସେଥିପାଇଁ ମିଶନ ଜିରୋ ଫେଲ୍ ପାଇଁ ବିଭାଗ…

ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ୱେବ୍‌ସାଇଟ୍‌ରେ ଅପଲୋଡ ହେବ ଅପରାଧୀ ପ୍ରାର୍ଥୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଣିକି ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ ହେବ ଅପରାଧୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତଥ୍ୟ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ କରିବେ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରନ୍ତି ତେବେ…

ମାର୍ଚ୍ଚରୁ ରାଜ୍ୟରେ ଆରମ୍ଭ ହେବ ‘ନିଷ୍ଠା’ ଯୋଜନା: ପ୍ରଶିକ୍ଷଣ ନେବେ ୧ଲକ୍ଷ ୯୮ହଜାର ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶାରେ ୨୦୨୦-୨୧ ଶିକ୍ଷା ବର୍ଷ ଲାଗି  ମାର୍ଚ୍ଚରୁ ଆମ୍ଭ ହେବ ନିଷ୍ଟା ଯୋଜନା । ଏଥିରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ତେବେ ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଷଷ୍ଟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ…

ସିୟୁସିଇଟିରେ ଅଂଶଗ୍ରହଣ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ, ସ୍ନାତୋକୋତର ଓ ଗବେଷଣା ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକକ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) କନସୋର୍ଟିୟମରେ ଅଂଶଗ୍ରହଣ କରିବ । ସିୟୁସିଇଟି…

ହିରୋ ଇଲାଇଟ୍ ଲିଗ୍‌: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି । ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ…

ଡବଲ ମର୍ଡର ମାମଲା: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କୃତ ହେଲେ ଅନୁପ ସାଏ

ଭୁବନେଶ୍ୱର: ଡବଲ ମର୍ଡର ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଓ ବିଜେଡି ଦଳରୁ ବହିଷ୍କାର କରିଛନ୍ତି । ଅନୁପ ଅଗଷ୍ଟ ମାସ ୨୦୧୯ ମସିହାରେ ଏହି ଅଧ୍ୟକ୍ଷ ପଦ ପାଇଥିଲେ । ସେ…