Latest Odisha News

BREAKING NEWS

Yearly Archives

2020

ପେଲେ ଅବସାଦଗ୍ରସ୍ତ, ଚାଲିବୁଲି ପାରୁ ନାହାନ୍ତି

ରିଓ ଡି’ଜାନେରିଓ: ବ୍ରାଜିଲର ମହାନ ଫୁଟବଲ ଖେଳାଳୀ ପେଲେ ଏବେ ମାନସିକ ଅବସାଦଗ୍ରସ୍ତର ଶୀକାର ହୋଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ମଧ୍ୟରେ ରହୁଥିବାରୁ ସେ ଏବେ ଚଲାବୁଲା କରିବାକୁ ମଧ୍ୟ ସକ୍ଷମ ନୁହନ୍ତି । ନିକଟରେ ମୂତ୍ରାଶୟ ସଂକ୍ରମଣ ଯୋଗୁ ସେ ୧୩ ଦିନ ଡାକ୍ତରଖାନାରେ ବିତାଇଥିଲେ ବୋଲି…

ରବରରେ ଆକର୍ଷଣୀୟ ପୋଷାକ ତିଆରି କଲେ ଜାପାନର ସାକାମୋଟୋ

ଟୋକିଓ: ଜାପାନର ରି ସାକାମୋଟା ରବରରେ ସୁନ୍ଦର ପୋଷାକ ତିଆରି କରି ବେଶ୍ ପ୍ରଶଂସିତ ହୋଇଛି । ପ୍ରଥମ ନଜରରେ ଏହାକୁ ରବରରେ ତିଆରି ହୋଇଥିବା ବିଶ୍ୱାସ ହୁଏ ନାହିଁ । ଜାପାନର ଏହି କଳା ଛାତ୍ରୀ ଗ୍ରାଜୁଏଶନ ପାଇଁ ଏପରି ଏକ ପ୍ରୋଜେକ୍ଟ କରିବାକୁ ଚାହୁଁଥିଲେ ଯାହା କି ଅନ୍ୟମାନଙ୍କଠାରୁ ଭିନ୍ନ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ମହିଳାଙ୍କ ବ୍ଳାକମେଲିଂ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମର ସ୍ପିନ ବୋଲର ଶାଦାବ ଖାଁଙ୍କ ନାମରେ ଜଣେ ମହିଳା ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ଦୁବାଇରେ ରହୁଥିବା ଅଶରୀନା ସୋଫିୟାଙ୍କ ମତରେ ମାର୍ଚ୍ଚ ୨୦୧୯ରୁ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଇଥିଲା । ଏହା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲୁ । ଗୁୟନା, ବାଂଲାଦେଶ…

ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ସୁରୁଚି ୩୦ ହଜାରରୁ ଅଧିକ ଗଛ ଲଗାଇଲେ

ସୁରଟ: ଗୁଜରାଟ ସୁରଟ ସହରର ସୁରୁଚି ବଡଲିୟା ବ୍ରେନ ଟ୍ୟୁମରର ଅନ୍ତିମ ଷ୍ଟେଜରେ ଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି । ପରବର୍ତୀ ପିଢ଼ୀ ପାଇଁ ସେ ୩୦,୦୦୦ରୁ ଅଧିକ ଗଛ ଲଗାଇ ସାରିଛନ୍ତି । ବାୟୁ ପ୍ରଦୂଷଣ କର୍କଟ ରୋଗର ମୁଖ୍ୟ କାରଣ ଭାବେ ବିବେଚନା କରାଯାଏ । ପ୍ରଦୂଷଣ ବିରୋଧରେ…

ରାମ ମନ୍ଦିର ପରିସରରେ କରସେବକଙ୍କ ଶହୀଦ ସ୍ତମ୍ଭ ରହିବ

ଲକ୍ଷ୍ନୌ:ଅଯୋଧ୍ୟାର ୬୭.୭୩ ଏକର ପ୍ରସ୍ତାବିତ ଜମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ । ଏହା ବ୍ୟତୀତ ରାମ ମନ୍ଦିର ପାଇଁ ଲଢ଼େଇ କରି ଶହୀଦ ହୋଇଥିବା କରସେବକଙ୍କ ପାଇଁ ମଧ୍ୟ ପରିସରରେ ଶହୀଦସ୍ତମ୍ଭ ନିର୍ମାଣ କରାଯିବ । ରାମକୁମାର କୋଠାରୀ, ବାସୁଦେବ ଗୁପ୍ତା, ରାଜେନ୍ଦ୍ର ଧରକାର, ରମେଶ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଜିସି ମିଶ୍ର ଏଣ୍ଡ୍ ସନ୍ସକୁ ମିଳିଲା ଗୋରୁମହିଷାଣୀ ଲୁହାପଥର ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣି ଆବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ମୟୂରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣି ହସ୍ତଗତ କରିଛି ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ । ଏହି ଲୁହାପଥର ଖଣିକୁ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିଛି ଏହି କମ୍ପାନୀ ।…

ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀଙ୍କ ସହ ଅଦ୍‌ନାନଙ୍କ ରୋମାନ୍ସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବହୁ ଦିନ ପରେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍ କରିଛନ୍ତି ମେଲୋଡିଅସ୍ ସିଙ୍ଗର ଅଦ୍‌ନାନ୍ ସମୀ । ଲଂଚ ହୋଇଛି ତାଙ୍କ ମ୍ୟୁଜିକ ଭିଡିଓ ଆଲବମ୍ ‘ତୁ ୟାଦ୍ ଆଏ’ । ଏହି ଗୀତରେ ଅଦ୍‌ନାନଙ୍କ ପୁଣି ଥରେ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେ ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀ ଅଦା…

‘କଭି ଇଦ୍ କଭି ଦିୱାଲୀ’ରେ ସଲମାନ-ପୂଜା

ମୁମ୍ବାଇ: ଏକାଠି ନଜର ଆସିବେ ବିଲିଉଡର ଭାଇଜାନ ସଲମାନ୍ ଖାନ୍ ଓ ଅଭିନେତ୍ରୀ ପୂଜା ହେଗଡେ । ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏନେଇ ଫିଲ୍ମ ସମୀକ୍ଷକ ରମେଶ ବାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯଦି ଏହା ସତ ହୁଏ ତେବେ ଏହି ଫିଲ୍ମ ଜରିଆରେ…

ଏସ୍‌ସିବି ସମ୍ପ୍ରସାରଣ: କାଲିଠୁ ଜୋରଦାର ହେବ ଉଚ୍ଛେଦ ପ୍ରକ୍ରିୟା

କଟକ: ଆସନ୍ତକାଲିଠୁ ଜୋରଦାର ହେବ ଏସ୍‌ସିବି ମେଡକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ ପ୍ରକ୍ରିୟା । ମଠ ମନ୍ଦିର ସହିତ ଅନ୍ୟାନ୍ୟ ଧର୍ମାନୁଷ୍ଠାନର ମଧ୍ୟ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଳ ଚାରିପାଖରେ ଥିବା ବିଭିନ୍ନ ମଠ ମନ୍ଦିରର ଉଚ୍ଛେଦ କରାଯିବ । ମାର୍ଚ୍ଚ ମାସ ଆରମ୍ଭରୁ…

ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ ଟିମରେ ୩ ଭାରତୀୟ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ରନର୍ସଅପ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ଏକାଦଶରେ ୩ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଯଶସ୍ୱୀ ଜୈସୱାଲ, ରବି ବିଶ୍ନୋଇ ଓ କାର୍ତିକ ତ୍ୟାଗୀ । ଯଶସ୍ୱୀ ସର୍ବାଧିକ ୪୦୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ଟୁର୍ନାମେଂ ବିବେଚିତ…