Latest Odisha News

BREAKING NEWS

Yearly Archives

2020

ସିଏ ଫାଉଣ୍ଡେସନ୍ ପରୀକ୍ଷାରେ ଓଡିଆ ଝିଅ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଫାଉଣ୍ଡେସନ୍ ପରୀକ୍ଷାରେ ୯୧.୨୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ୍ । ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଦ୍ୱାରା ସୋମବାର ଦିନ ପରୀକ୍ଷା ଫଳାଫଳ ଘୋଷିତ…

ଏସସିବିରେ ବିରଳ ଅସ୍ତ୍ରୋପଚାର; ଚିକିତ୍ସା କ୍ଷେତ୍ରରେ ରଚିଲା ଇତିହାସ

କଟକ: କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ଚିକିତ୍ସା କ୍ଷେତ୍ରରେ ଏକପ୍ରକାର ଇତିହାସ ସୃଷ୍ଟି କରିପାରିଛି ଏସସିବି ହସ୍ପିଟାଲ୍ । ପ୍ରାପ୍ତ ସୂଚନାନୁଯାୟୀ, ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ…

ବିଶ୍ୱ କ୍ୟାନସର ଦିବସ: କିପରି ନେବେ ନିଜ କିଡନୀର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଏ । ତେବେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା କରାଇବା ପାଇଁ ଏହି ଦିନର ସୃଷ୍ଟି । କ୍ୟାନସର ବିଭିନ୍ନ ରକମର ହୋଇଥାଏ । ତେବେ କିଡନୀ ବା କଲୋନ କ୍ୟାନସର ଅତ୍ୟନ୍ତ ମାରାତ୍ମକ ହୋଇଥାଏ ।…

ଘରେ ରଖନ୍ତୁ ମାଟି ପଦାର୍ଥ, ମିଳିବ ଶୁଭଫଳ !

ଭୁବନେଶ୍ୱର: ଶାସ୍ତ୍ର ଅନୁସାରେ ମାଟିକୁ ପବିତ୍ର ଓ ଶୁଭ ବୋଲି କୁହାଯାଏ, ଏମିତିକି ଭାରତବର୍ଷରେ ମାଟିକୁ ମାଆର ଆଖ୍ୟା ମଧ୍ୟ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଟିକୁ ମଙ୍ଗଳର କାରକ ବୋଲି କୁହାଯାଏ । ଏହାର ଉପଯୋଗରେ ମଙ୍ଗଳ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି କାରଣରୁ…

ସିଟି ହସ୍ପିଟାଲ୍ ଦାବି ନେଇ ବରଗଡରେ ବନ୍ଦ ପାଳନ; ଜନଜୀବନ ବାଧାପ୍ରାପ୍ତ

ବରଗଡ: ବରଗଡ ଜିଲ୍ଲାରେ ସିଟି ହସ୍ପିଟାଲ ଦାବୀ ନେଇ ନାଗରିକ ଏକତା ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜିବି ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବରଗଡବାସୀ ବନ୍ଦକୁ ସମର୍ଥନ କରିଛନ୍ତି ।ବିଭିନ୍ନ ସ୍ଥାନରେ ସମିତି ପକ୍ଷରୁ ପିକେଟିଂ ସହ…

କେଶ ଝଡୁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖିବେ ଫରକ !

ଭୁବନେଶ୍ୱର: କେଶ ଝଡ଼ିବା ଏବେ ସବୁଠୁ ବଡ଼ ସମସ୍ୟା ରୂପେ ଦେଖାଦେଲାଣି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା କେଶ ଝଡା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବା ସହିତ ଆପଣଙ୍କୁ ସୁସ୍ଥ କେଶ ପ୍ରଦାନ କରିବ । ଏହା କେବଳ କେଶ ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ…

କରୋନା ଆତଙ୍କ: ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ମନ୍ତ୍ରୀ ବୈଠକ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଦେଶରେ କରୋନା ଭୂତାଣୁ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହିତ ଚୀନରୁ ଉଦ୍ଧାର ହୋଇଥିବା ୬୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ…

ବିଶ୍ୱ କର୍କଟ ଦିବସ: ପ୍ରତିବର୍ଷ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି ବହୁଲୋକ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ସାରା ଦେଶରେ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏହାକୁ ପାଳନ କରାଯାଉଥିବା ବେଳେ ଚଳିତଥର ଏହାର ଥିମ୍ ରହିଛି ‘ଆଇ ଆମ୍ ଆଣ୍ଡ ଆଇ ୱିଲ୍‌’ । ଏହାବ୍ୟତିତ ଅନେକ…

‘କରୋନା ଭାଇରସ୍‌’: ଚୀନରେ ୪୨୫ ମୃତ, ରାଜ୍ୟ ବିପତ୍ତି ଘୋଷଣା କଲା କେରଳ

ବେଜିଂ/ଥିରୁବନ୍ତପୁରମ୍‌: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଁଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1224484919625187328?s=08…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୪-୨-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୪ ରିଖ ମଙ୍ଗଳବାର ମକର ୨୧ ଦିନ ମାଘମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-:…