ଆଜି ବିଶ୍ୱ କର୍କଟ ଦିବସ; ଅଣଦେଖା କରନ୍ତୁନି ଏସବୁ ଲକ୍ଷଣ
ପ୍ରତିବର୍ଷ ୪ ଫେବୃଆରୀକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହାକୁ ପ୍ରତିବର୍ଷ ପାଳନ କରାଯାଇଥାଏ । କ୍ୟାନସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଏକ ରିପୋର୍ଟ ଅନୁସାରେ, ଭାରତରେ ବର୍ଷ ୨୦୧୭ରୁ ୨୦୧୮ ମଧ୍ୟରେ…