Latest Odisha News

BREAKING NEWS

Yearly Archives

2020

ଏଫଆଇଏଚ ହକି ପ୍ରୋ ଲିଗ୍ : ଭାରତୀୟ ଦଳରେ ଅମିତ, ବୀରେନ୍ଦ୍ର

ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋ ଲିଗ୍ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୮ରୁ ଏହି ଲିଗ୍ ଆରମ୍ଭ ହେବ । ବିଶ୍ୱର ଏକ ନମ୍ବର ଟିମ୍ ବେଲଜିୟମ ବିପକ୍ଷରେ…

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ: ଜମ୍ମୁ-କାଶ୍ମୀରର ରିୟାସି ଠାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ସକାଳ ୧୧ଟା ୩୦ରେ ଘଟିଥିଲା । ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି ।…

ସାହିନବାଗ ଘଟଣା ସଂଯୋଗ ନୁହେଁ ଷଡ଼ଯନ୍ତ୍ର: ମୋଦି

ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- । ଦିଲ୍ଳୀ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର କରକରଡୁମାଠାରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ…

ଭଦ୍ରକରେ ଚାଞ୍ଚଲ୍ୟ; ଅତିରିକ୍ତ ତହସିଲଦାର, ଆରଆଇଙ୍କୁ ବାଲି-ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ଼ରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ରେଭିନ୍ୟୁ ଇନିସପେକ୍ଟର (ଆରଆଇ) ଗୁରୁତର ଆହତ ହୋଇଛନ୍ତି । ଦୁର୍ବୃତ୍ତମାନଙ୍କ ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାର୍ ଶରତ ଚନ୍ଦ୍ର ସ୍ୱାଇଁ, ଆରଆଇ ରାମ ନାରାୟଣ ସାମଲଙ୍କ ସମେତ…

ବରଗଡରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି; ପୋଲିସ-ଜନତା ମୁହାଁମୁହିଁ

ବରଗଡ: ବରଗଡରେ ସିଟି ହସ୍ପିଟାଲ ଦାବି କରି ପୋଲିସ–ଜନତା ମୁହାଁମୁହିଁ ହୋଇଛନ୍ତି । ବରଗଡରେ ସିଟି ହସ୍ପିଟାଲର ଦାବି କରି ଟାଉନରେ ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ପୋଲିସ ସହିତ ସ୍ଥାନୀୟ ଲୋକମାନେ ଧସ୍ତାଧସ୍ତି ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି…

କରୋନା ଭାଇରସ : ପ୍ରତିଷେଧକ ବାହାର କରିବା ପାଇଁ ଦିନ ରାତି ଶୋଉ ନାହାନ୍ତି କେଟ ବ୍ରଡରିକ୍‌

ବେଜିଂ : କରୋନା ଭାଇରସର ପ୍ରତିଷେଧକ ଟୀକା ବାହାର କରିବା ପାଇଁ ସ୍କଟଲାଣ୍ଡର କେଟ ବ୍ରେଡରିକ୍ ଦିନ ରାତି ଗବେଷଣାରେ ଲାଗିଛନ୍ତି । ସେ ଦିନକୁ ମାତ୍ର ୨ ଘଂଟା ଶୋଇ ବାକିତକ ସମୟ ଏଥିନେଇ ପରିଶ୍ରମ କରୁଛନ୍ତି । ସେ ଏହା ପୂର୍ବରୁ ଇବୋଲା ଓ ଜୀକା ପରି ରୋଗପାଇଁ ପ୍ରତିଷେଧକ ବାହାର କରିବାରେ…

କରୋନା ଭୂତାଣୁ ଭୟ: ପାରାଦୀପ ସମୁଦ୍ରରେ ଅଟକିଛି ୧୦ ଜାହାଜ

ପାରାଦୀପ- ପାରାଦୀପ ସମୁଦ୍ରରେ ଅଟକିଛି ୧୦ଟି ଜାହାଜ। କରୋନା ଭାଇରସ୍ ଆଶଙ୍କାରେ ଏହି ଜାହାଜ ଗୁଡିକୁ ବର୍ଥକୁ ଆସିବାକୁ ଅନୁମତି ଦେଉନି ପାରାଦୀପ ବନ୍ଦର। ଏହି ଜାହାଜ ଗୁଡିକ ୫ ଦିନ ମଧ୍ୟରେ ପାରାଦୀପକୁ ଆସିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ କରୋନାକୁ ନେଇଁ ଅନୁଷ୍ଠିତ…

ଫେବୃଆରୀ ୮ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ସୋମବାର…

ଦିଲ୍ଲୀ ନିର୍ବାଚନ: ବିଜେପିର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଆମ ଆଦମୀ ପାର୍ଟିର ନୂଆ ରଣନୀତି

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ପ୍ରତିଦିନ ବଦଳୁଛି ଦିଲ୍ଲୀର ନିର୍ବାଚନ ସମୀକରଣ । ଏହା ମଧ୍ୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍‌) ବିଜେପିର ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି । ସୂଚନା ମୁତାବକ, ଆପ୍ ଦଳ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ସିଟ୍ ର ନିଜ କାର୍ଯ୍ୟକର୍ତ୍ତା ଓ…

ସୋଆ ସାହିତ୍ୟ ଉତ୍ସବ: କବିତାକୁ ବ୍ୟାପକ କରିବାକୁ ଡଃ ରମାକାନ୍ତ ରଥଙ୍କ ମତ

ଭୁବନେଶ୍ୱର: କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍‌ଯାପନୀ…