ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍: ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଏଣିକି ବାଇକ ପଛରେ ବସିଲେ ବି ହେଲ୍ମେଟ୍ ପିନ୍ଧୁବାକୁ ବାଧ୍ୟ । ଦୁଇ ଚକିଆ ଯାନ ଚଳାକ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଏଥିସହ ଆଇନ ଉଲ୍ଲଂଘନ…