Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୮-୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୮ ରିଖ ଶନିବାର ମକର ୪ ଦିନ ମାଘମାସ କୃଷ୍ଣ ପକ୍ଷ ନବମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଆଜି:…

ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ସ୍ଥାନୀୟ ଗ୍ରାମର ବଂଶୀଧର ଛୁଆଳ ଓ କଲରାଝର ଗ୍ରାମର ସନାତନ ପ୍ରଧାନ। ମିଳିଥିବା…

ଦେଶର ଦୁଇ ବଡ଼ ସହର ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ୍ ଏକ୍ସପ୍ରେସର ଶୁଭାରମ୍ଭ

ଅହମଦାବାଦ: ଲଖନଉ-ଦିଲ୍ଲୀ ତେଜସ ଏକ୍ସପ୍ରେସର ସଫଳତା ପରେ ଆଜି ଅହମଦାବାଦ ରୁ ମୁମ୍ବାଇ ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ ଏକ୍ସପ୍ରେସ ଆରମ୍ଭ ହୋଇଛି |  IRCTC ଦ୍ୱାରା ସଂଚାଳିତ ଅହମଦାବାଦ-ମୁମ୍ବାଇ-ଅହମଦାବାଦ ତେଜସ ଟ୍ରେନ କୁ ଆଜି ଅହମଦାବାଦ ରେଳଷ୍ଟେସନରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି…

ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଉନ୍ନତି ଲାଗି କାର୍ଯ୍ୟ କରନ୍ତୁ; ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ବରିଷ୍ଠ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଆଜି ଲୋକସେବା ଭବନରେ ଉଦଘାଟନ କରିବା ଅବସରରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପରାମର୍ଶ ଦେଇଛନ୍ତି । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ସେମାନଙ୍କ ଜୀବନଧାରଣର…

ଦେଖନ୍ତୁ ଭିଡ଼ିଓ: ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗିଦେଲା ଦନ୍ତାହାତୀ !

ଅନୁଗୁଳ: ରାସ୍ତା ଉପରେ ନିର୍ଭୟରେ ହାତୀ କରୁଛି ଉତ୍ପାତ । ଜଙ୍ଗଲ ଛାଡ଼ି ରାସ୍ତା ଉପରେ ଖୋଲାଖୋଲି ବୁଲାବୁଲି କରିବା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋଡ଼ାଇଛି ହାତୀ । ଅନୁଗୁଳରେ ହାତୀ ଉତ୍ପାତ ଯୋଗୁଁ ଖେଳିଯାଇଛି ଆତଙ୍କ । ଫଟୋ ଉଠାଇ ଖବର ସଂଗ୍ରହ କରୁଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ…

‘ପରୀକ୍ଷା ପେ ଚର୍ଚ୍ଚା’: ମୋଦୀଙ୍କ ସହ କଥା ହେବେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ପ୍ରଧନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ । ନୂଆଦିଲ୍ଲୀର ଟାଲକେଟର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା…

ଧୂଳି ଚଟାଇଲେ ଭାରତୀୟ ବୋଲର୍‌; ୩୬ ରନରେ ଭାରତର ଦମଦାର୍ ବିଜୟ

ରାଜକୋଟ: ରାଜକୋଟରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଦିବାରାତ୍ର ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି । ଏବେ ଶୃଙ୍ଖଳା ୧-୧ରେ ବରାବର ସ୍ଥିତିରେ ରହିଥିବା ବେଳେ ଆସନ୍ତା ୩ୟ ଦିନିକିଆ ହିଁ ନିର୍ଣ୍ଣାୟକ ମ୍ୟାଚ ହେବା ନିଶ୍ଚିତ ହୋଇଛି । Clinical performance by…

କାଶ୍ମିରୀ ପଣ୍ଡିତଙ୍କ ଅଭିଶପ୍ତ ଦିନ; ଜାନୁଆରୀ ୧୯ରେ ସାଜିଥିଲେ ବାରବୁଲା !

୧୯ ଜାନୁୟାରୀ ୨୦୨୦ରେ କଶ୍ମୀର ପଣ୍ଡିତ ଘାଟି ଛାଡିବାର ୩୦ ବର୍ଷ ପୂରଣ ହେଉଛି । ମାନବିକତା କଶ୍ମୀରରେ ସେ ଦିନ ବଳି ପଡି ଯାଇଥିଲା । ଏହି ଦିନଟି ଥିଲା କାଶ୍ମୀରର ମୂଳ ବାସିନ୍ଦାଙ୍କ ଲାଗି ଅଭିଶପ୍ତ ଦିନ । ନିରୀହ କଶ୍ମୀର ପଣ୍ଡିତଙ୍କୁ ଜବରଦସ୍ତ ତାଙ୍କ ଭିଟା ମାଟିରୁ ଛାଡି ଯିବା ପାଇଁ ବାଧ୍ୟ…

ଭାରତୀୟ ତଟରକ୍ଷୀ ବହିନୀର ୨୬୦ ନାବିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୬୦ ନାବିକ(ଜେନେରାଲ ଡ୍ୟୁଟି) ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞାପ୍ତି । ଇଚ୍ଛୁକ ଓ ଯୋଗ୍ୟତା ଥିବା ଆବଦେନକରୀ ଭାରତୀୟ ତଟରକ୍ଷୀ ବାହିନୀର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଅବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: -ଗଣିତ ଏବଂ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରର୍ଥୀ ତାଲିକା ପ୍ରକାଶ ପାଇଛି । ୭୦ଟି ସିଟ୍ ବିଶିଷ୍ଟ ଦଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ତାର ପ୍ରାର୍ଥୀ ତାଲିକାରେ ୫୭ ଜଣିଆ ପ୍ରର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ୧୧ ଜଣ ପ୍ରାର୍ଥୀ ଅନୁସୂଚିତ ଜାତିର ରହିଥିବା…