Latest Odisha News

BREAKING NEWS

Yearly Archives

2020

କେରଳ ପରେ ପଞ୍ଜାବରେ ପାରିତ ହେଲା ସିଏଏ ବିରୋଧୀ ବିଲ୍

ଚଣ୍ଡିଗଡ: କେରଳ ପରେ ପଞ୍ଜାବରେ ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ କରିବା ପାଇଁ ସଂକଳ୍ପ ପାସ୍ ହୋଇଛି । ପଂଜାବ ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ସଂକଳ୍ପକୁ ପାରିତ ହୋଇଛି । ଏହାପୂର୍ବରୁ କେରଳ ବିଧାନସଭାରେ ମଧ୍ୟ ସିଏଏକୁ ଉଚ୍ଛେଦ କରିବା ପାଇଁ ବିଲ୍ ପାସ୍ ହୋଇଥିଲା । ପଂଜାବ…

ଆସନ୍ତା ସପ୍ତାହ ନିଲାମ ହୋଇପାରେ ସୁକିନ୍ଦା ଖଣି

ଭୁବନେଶ୍ୱର: ରାଜ୍ୟ ସରକାର ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଅନ୍ୟଏକ କାର୍ଯ୍ୟରତ ଲୁହା ଖାଦାନକୁ ମଧ୍ୟ ନିଲାମ କରିବାର ସମ୍ଭାବନା ରହିଛି । ଯାହା ରାଜ୍ୟ ଅଧିନରେ ଥିବା ଓଡିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ ଲାଗି ସଂରକ୍ଷିତ କରାଯାଇଥିଲା । ଅଧିକାରୀଙ୍କ ସୂଚନାନୁଯାୟୀ, ଖଣିକୁ ଖୁବଶୀଘ୍ର…

ଗ୍ରାହକଙ୍କ ଲାଗି ପ୍ରିପେଡ୍ ପ୍ଲାନ୍ ଶସ୍ତା କଲା ବିଏସଏନଏଲ; ଜାଣନ୍ତୁ କେତେ ରହିଛି ପ୍ୟାକ୍‌

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନଗୁଡିକୁ ଶସ୍ତା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ବେଳେ ବିଏସଏନଏଲ୍ ମଧ୍ୟ ତା’ର ପ୍ରିପେଡ୍ ଗ୍ରାହକମାନଙ୍କ ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୧୩୧୨ ଟଙ୍କାରେ ମିଳୁଥିବା…

ଆଶ୍ଚର୍ଯ୍ୟ! ପଞ୍ଜୁରୀରେ ରହୁଛନ୍ତି ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ !

ଭୁବନେଶ୍ୱର: ପଶୁପକ୍ଷୀଙ୍କୁ ପୋଷା କରି ରଖିବା ପାଇଁ ମଣିଷ ସେମାନଙ୍କୁ ବନ୍ଦୀ କରି ପଞ୍ଜୁରୀରେ ରଖିଥାଏ । କିନ୍ତୁ ନିଜେ ମଣିଷହିଁ ପଞ୍ଜୁରୀରେ ରହୁଛି ଶୁଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି ନା ! ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ସମ୍ପର୍କରେ ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୋଷଣା ହେଲା ନୂଆ ଫାଶୀ ତାରିଖ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଆଉ ଏକ ନୂଆ ଡେଥ ୱେରେଂଟ ଜାରି କରିଛନ୍ତି । ଆଜି ଦୋଷୀ ମୁକେଶୀ ରଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ…

ଅଷ୍ଟ୍ରେଲିଆ ଆଗରେ ଭାରତ ରଖିଲା ବିଶାଳ ୩୪୧ ରନର ବିଜୟ ଲକ୍ଷ୍ୟ

ରାଜକୋଟ: ଆଜି ରାଜକୋଟଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଦିବାରାତ୍ର କ୍ରିକେଟ ମ୍ୟାଚରେ ଭାରତ କଙ୍ଗାରୁ ଦଳ ସମ୍ମୁଖରେ ୩୪୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ କରିଛି ୩୪୦ ରନର ବିଶାଳ ସ୍କୋର । Innings Break!#TeamIndia post a…

‘ଲଭ ଆଜକଲ-୨’ର ଟ୍ରେଲର ରିଲିଜ: ଦେଖନ୍ତୁ, ସାରା ଓ କାର୍ତ୍ତିକଙ୍କ ଲଭ କେମେଷ୍ଟ୍ରି

ମୁମ୍ବାଇ: ରିଲିଜ ହୋଇଛି ଲଭ୍ ଆଜକଲ-୨ର ଟ୍ରେଲର । ଏଥିରେ ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆରୟନଙ୍କ ଜବରଦସ୍ତ ଲଭ କେମେଷ୍ଟ୍ରି ଦେଖବବାକୁ ମଳିଛି । ସାରା ଓ କାର୍ତିକ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି । https://youtu.be/4QvqHwH_je8 ଟ୍ରେଲ୍‌ରରେ…

ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି: ସମୀର ମହାନ୍ତି

ଭୁବନେଶ୍ୱର: ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୁକ୍ରବାର ଦିନ କହିଛନ୍ତି ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକପ୍ରିୟତା ବଢି ଚାଲିଛି । “ଦଳୀୟ କର୍ମୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ରାଜ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ଏପରିକି…

ଇନଷ୍ଟାଗ୍ରାମ୍ ଆଣିଲା ଏହିସବୁ ଲାଟେଷ୍ଟ ଫିଚର !

ଭୁବନେଶ୍ୱର: ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଖୁସି ଖବର। ଅପଡେଟ ସହ ଇନଷ୍ଟାଗ୍ରାମ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ଅନେକ ପ୍ରକାରର ଖାସ ଫିଚର୍ସ । ମିଳିଥିବା ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମର ବୁମେରାଙ୍ଗ ଫିଚରରେ ଶ୍ଲୋ ମୋସନ, ଇକୋ ଏବଂ ଡ଼ୁଓ ଇଫେକ୍ଟ ଯୋଡି ହୋଇଯାଇଛି । ଏହା ବ୍ୟତୀତ ଏହି…

ଭାରତରତ୍ନଠୁଁ ଉର୍ଦ୍ଧ୍ବରେ ମହାତ୍ମା ଗାନ୍ଧୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ ଦାଏର କରାଯାଇଥିବା ଯାଚିକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । Supreme Court, while declining to pass any order in the PIL, said that…