ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି: ଅଭିଯାନ ଆରମ୍ଭ କଲେ ମଧ୍ୟପ୍ରଦେଶ ସରକାର
ଭୁବନେଶ୍ୱର: ପ୍ରଭାବ ପକାଇଲା ଫିଲ୍ମ ‘ଛପାକ୍’ । ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି । ମଧ୍ୟପ୍ରଦେଶ ସରକାର ଏନେଇ ଅଭିଯାନ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣ ଉପରେ ତିଆରି ଫିଲ୍ମ ‘ଛପାକ୍’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ମଧ୍ୟପ୍ରଦେଶ ସରକାର ଏସିଡ୍ ଖୋଲାଖୋଲି ବିକ୍ରି ବ୍ୟାନ୍ କରିବା…