Latest Odisha News

BREAKING NEWS

Yearly Archives

2020

ଶ୍ରୀଦେବୀଙ୍କ ସହ ରୋମାନ୍ସ କରିବାକୁ ଡରୁଥିଲେ ସଲମାନ ଖାନ; ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ସହ ପ୍ରାୟ ସବୁ କଳାକାର ସ୍କ୍ରିନ୍ ରେ ଦେଖାଯିବାକୁ ଚାହାଁନ୍ତି। ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖିବା ସହ ବକ୍ସ ଅଫିସରେ ସିନେମା ହିଟ କରାଇବା ପାଇଁ ସଲମାନଙ୍କ ଅଭିନ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ହିଁ ଯଥେଷ୍ଟ । ତେବେ ବଲିଉଡର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୧୧-୧୧-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ ମସିହା ନଭେମ୍ବର ତା ୧୧ ରିଖ ବୁଧବାର ତୁଳା ୨୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୨ଟା ୩ ମିନିଟ୍ ପର୍ଯ୍ୟନ୍ତ ତାପରେ କନ୍ୟା ଚନ୍ଦ୍ର ଭୋଗ ହେବ ।  ଘାତ…

ବିହାର ନିର୍ବାଚନ ଫଳାଫଳରେ ଏବେ ବି ସସ୍ପେନ୍ସ ଜାରି :ଏନଡିଏ ୧୨୩, ମହାଗଠବନ୍ଧନ ୧୧୩

ପାଟନା: ବିହାର ନିର୍ବାଚନ ଫଳାପଳ ଭାରତ-ପାକିସ୍ତାନ ମ୍ୟାଚର ରୋମାଂଚକୁ ପଛରେ ପକାଇ ଦେଇଛି । ରାତି ୯ଟା ୩୦ରେ ପ୍ରାପ୍ତ ରିପୋର୍ଟ ଅନୁସାରେ ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୩ ରେ ଆଗେଇଛନ୍ତି । ଏନଡିଏ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୨୨ ସିଟରୁ ଆଗରେ ଥିଲେ ମଧ୍ୟ ଖୁସି ମନାଇ ପାରୁ ନାହିଁ ।…

ଆୟାର, ପନ୍ତଙ୍କ ଲଢ଼ୁଆ ବ୍ୟାଟିିଂ, ମୁମ୍ବାଇ ସମ୍ମୁଖରେ ୧୫୭ ରନର ଲକ୍ଷ୍ୟ

ଦୁବାଇ: ଶ୍ରେୟାଶ ଆୟାର ଓ ଋଷଭ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୧୫୭ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା । ଟସ୍ ଜିତି ଦିଲ୍ଲୀ ଅଧିନାୟକ…

ବିଜେଡି ଦଖଲରେ ବାଲେଶ୍ୱର ଓ ତିର୍ତ୍ତୋଲ; ବିଜୟୀ ପ୍ରାର୍ଥୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ବାଲେଶ୍ଵରରେ ପୁଣି ବାଜିଲା ଶଙ୍ଖ। ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଲାଗି ଆସନ ଲାଗି ଚାଲିଥିବା ଭୋଟ ଗଣତି ଶେଷ ହୋଇଛି। ଏହି ଦୁଇ ଉପନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ୍‌ କରିଛି । ଯଦିଓ ବିଜେଡିର ବିଜୟ ସୁନିଶ୍ଚିତ ହୋଇଛି ତେବେ ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୧୪୪୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଷ୍ଟେଟ୍ ପୁଲକୁ ସମେତ ରାଜ୍ୟର ୨୯ ଜିଲ୍ଲାରୁ ୧୪୪୮ କୋଭିଡ ସଂକ୍ରମିତ ସୁସ୍ଥ…

ବିବାହ ଓ ଅନ୍ତ୍ୟେଷ୍ଟି ଲାଗି ବିଏମସିର ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରାଯାଇଛି। ବିଏମସିର ନୂଆ ନିୟମ ଅନୁଯାୟୀ, ବିବାହ ସମ୍ବନ୍ଧୀୟ କାର‌୍ୟ୍ୟରେ ଯୋଗଦାନ କରିବା…

ମିର୍ଜାପୁର-୩କୁ ଫେରିବ ବିବାଦୀୟ ଚରିତ୍ର ମୁନ୍ନା ତ୍ରିପାଠୀ !

ମୁମ୍ବାଇ: ଯୋଜନା ମୁତାବକ ସୁପରହିଟ୍ ହୋଇଛି ୱେବ୍ ସିରିଜ୍ ମିର୍ଜାପୁରର ଦୁଇଟି ସିଜିନ୍ । ପ୍ରଥମ ସିଜିନ୍‌ରେ ସରିଥିଲା ବିକ୍ରାନ୍ତ ମେସିଙ୍କ ଯାତ୍ରା । ସେହିଭଳି ଦ୍ୱିତୀୟ ସିଜିନରେ ମୁନ୍ନା ଓରଫ ଦିବ୍ୟେନ୍ତୁ ଶର୍ମାଙ୍କ ଚରିତ୍ରର ବି ମୃତ୍ୟୁ ଘଟିଥିଲା । ତେବେ ଲୋକଙ୍କ ଡିମାଣ୍ଡରେ…

ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥରେ ଶହେ ସ୍ୱତନ୍ତ୍ର ଟ୍ରେନରେ ହେବ ଏସ୍କରଟିଙ୍ଗ

ଭୁବନେଶ୍ୱର: ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥ ମଧ୍ୟରେ ଏକ ଶହ ସ୍ୱତନ୍ତ୍ର ଟ୍ରେନରେ ଏସ୍କରଟିଙ୍ଗ କରାଯିବ। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଟ୍ରେନ୍ ଏସ୍କରଟିଙ୍ଗ ଷ୍ଟାଫ୍ ମାନଙ୍କ ପାଖରେ ଏଫଆଇଆର ଫର୍ମ ମଧ୍ୟ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ କୋଚ୍…

ଆଇପିଏଲ ଫାଇନାଲ : ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଦୁବାଇ: ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବ । ମୁମ୍ବାଇ…