Latest Odisha News

BREAKING NEWS

Yearly Archives

2020

ଲକ୍ଷ୍ମୀରେ ଶରଦଙ୍କ ଆଗରେ ଫିକା ପଡିଲେ ଅକ୍ଷୟ

ମୁମ୍ବାଇ: ସୋମବାର ରିଲିଜ୍ ହୋଇଥିଲା ବିବାଦୀୟ ତଥା ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ । ତେବେ ଆଶାନୁଯାୟୀ ଦର୍ଶକଙ୍କ ତରଫରୁ ଫିଲ୍ମକୁ ମିଳିନି ଏତେଟା ସକରାତ୍ମକ ପ୍ରତିକ୍ରିୟା । ଅକ୍ଷୟଙ୍କ ନିକଟରୁ ଦର୍ଶକ ଅନେକ କିଛି ଆଶା କରିଥିଲେ ବି ଶେଷରେ ସମସ୍ତେ ନିରାଶ ହୋଇଛନ୍ତି । ହେଲେ ଫିଲ୍ମରେ…

ବିହାର ନିର୍ବାଚନ: ସନ୍ଧ୍ୟା ହେଲା ଲଣ୍ଠନ ପୁଣି ଜଳିଲା

ପାଟନା: ବିହାର ନିର୍ବାଚନରେ ଘଡିକେ ଘୋଡା ଛୁଟୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଏବଂ ଏହା ପରେ ଏନଡିଏ ସରକାର ଗଢ଼ିବା ଟ୍ରେଣ୍ଡ ଧରିଥିଲା । ତେବେ ସନ୍ଧ୍ୟା ବେଳକୁ ପୁଣି ଲଣ୍ଠନ ଜଳିଛି । ଆରଜେଡି ନେତା ମଧ୍ୟ ବିଜୟୀ ନେଇ ଏବେ ମଧ୍ୟ ନିଶ୍ଚିତ ଅଛନ୍ତି । ଏନଡିଏ ୧୩୪ରୁ ୧୨୦କୁ ଖସି…

ନିଜ ଭିତରକୁ ଆଖି ଖୋଲୁ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗୋଟେ ଡଙ୍ଗାର ଚାରିପଟେ ଥିବା ପାଣି ପାଇଁ ଡଙ୍ଗାଟି ବୁଡ଼ିଯାଏ ନାହିଁ, ଡଙ୍ଗା ଭିତରେ ଥିବା ପାଣି ପାଇଁ ହିଁ ଡଙ୍ଗାଟି ବୁଡ଼ିଯାଏ । ସେହିପରି ଆମ ଚାରିପଟେ ହେଉଥିବା ଘଟଣା ସବୁ ପାଇଁ ଆମେ ଯେତିକି ଅସୁବିଧାରେ ପଡ଼ୁନାହିଁ, ଆମ ଭିତରେ…

ଆନନ୍ଦାଶ୍ରମରେ ଖୁସି ବାଣ୍ଟିଲେ ଆକାଶ

ଭୁବନେଶ୍ୱର: କରୋନାଭାଇରସ ମହାମାରୀ ସମୟରେ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ପ୍ରାୟ ସମସ୍ତେ ଏକପ୍ରକାର ଗୃହବନ୍ଦୀର ଜୀବନ ବିତାଉଛନ୍ତି। ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଂଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ।…

ଅର୍ଣ୍ଣବଙ୍କ ସମର୍ଥନରେ ବାହାରିଲେ ସୋନା ମହାପାତ୍ର

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମର୍ଥନରେ ବାହାରିଲେ ବଲିଉଡ ଗାୟିକା ସୋନା ମହାପାତ୍ର । ତାଙ୍କୁ ଜେଲରେ ରଖିବା ଘଟଣାକୁ ସେ ଜୋରଦାର ବିରୋଧ କରିଛନ୍ତି । All those people smacking their lips, justifying #ArnabGoswami being denied bail…

ବିହାର ନିର୍ବାଚନ: ପ୍ରଚାର ଷ୍ଟ୍ରାଇକ ସଫଳ ରେଟରେ ରାହୁଲଙ୍କ ତୁଳନାରେ ମୋଦି ଆଗରେ

ପାଟନା: ବିହାର ନିର୍ବାଚନ ଫଳାଫଳ ଏବେ ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୨ ସିଟରେ ଆଗରେ ରହିଛନ୍ତି । ତେବେ ବିହାର ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ଷ୍ଟ୍ରାଇକ ସଫଳ ରେଟରେ ଏନଡିଏକୁ ଫାଇଦାରେ ରଖିଛି । ତାଙ୍କ ତୁଳନାରେ କଂଗ୍ରେସର ରାହୁଲ…

ଗପ: ଆତ୍ମାର ଶାନ୍ତି!

ବସ୍‌ରେ ଯାତ୍ରା କରୁଥିଲେ ଶ୍ୟାମ ବାବୁ । ବୟସ ହୋଇ ଗଲାଣି । ଏକା ଏକା ବସ୍‌ରେ ଯାତ୍ରା କରିବାକୁ ଆଉ ଭଲ ଲାଗୁନି । ହେଲେ ଛୁଆ ବେଳର ସାଙ୍ଗ ରବିଙ୍କ ଏକାଦଶ କୁ ତ ଯିବାକୁ ପଡିବ । ନ ହେଲେ ତାଙ୍କ ପିଲା ଛୁଆ ଖରାପ ଭାବିବେ । ଏମିତି ବାଧ୍ୟବାଧକତାରେ ସିଂହପୁର ସ୍ଥାନୀୟ ବସ୍ ଧରି ଟାଉନରୁ…

ଖୋଲାରେ ପରିସ୍ରା କଲେ ଏହି ଜିଲ୍ଲାରେ ଗଣିବାକୁ ପଡ଼ିବ ତଣ୍ଡ

ଭୁବନେଶ୍ୱର: ଏଣିକି ଖୋଲାରେ ପରିସ୍ରା କଲେ ତଣ୍ଡ ଗଣିବାକୁ ପଡିବ। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ କଡ଼ା ତାଗିଦ କରାଯାଇଛି। ନିୟମ ନ ମାନି ଧରା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ । ସୂଚନା ଅନୁଯାୟୀ ଆସନ୍ତା ସୋମବାର ଠାରୁ ଏହି ନିୟମ…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ଏମ୍‌ଡିଙ୍କ ସମେତ ୪ଜଣଙ୍କୁ ନୋଟିସ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର, ଅଭିଯୋଗକାରିଣୀ ଓ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ନୋଟିସ ଜାରି…

ବାଲେଶ୍ୱର ଉପନିର୍ବାଚନ: କେତେ ଖଣ୍ଡ ଭୋଟ ପାଇଛନ୍ତି ବେଣୁ ମଉସା?

ବାଲେଶ୍ୱର: ମଙ୍ଗଳବାର ରାଜ୍ୟର ଦୁଇଟି ଉପନିର୍ବାଚନରେ ଭୋଟ ଗଣତି ଚାଲିଛି । ଉଭୟ ଆସନରେ ଆଗରେ ରହିଛି ବିଜେଡି । ତେବେ ନିର୍ବାଚନୀ ବେଳେ ଚର୍ଚ୍ଚାରେ ରହିଥିବା ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମେଉସା କେତେ ପାଇଛନ୍ତି ଭୋଟ । ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ସମର୍ଥକଙ୍କ…