ଅକ୍ଷୟଙ୍କ ପରେ ଏବେ ମିଲିନ୍ଦ ସୋମାନ୍ଙ୍କ କିନ୍ନର ଅବତାର ଦେଖିବେ ଦର୍ଶକ!
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' ସୋମବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି। ତେବେ ଅଭିନେତା ମିଲିନ୍ଦ ସୋମାନ୍ ମଧ୍ୟ ଏବେ ଏହି ବିଷୟବସ୍ତୁ ପରି ଏକ ପ୍ରୋଜେକ୍ଟ ହାତେଇ ଥିବା ଜଣାପଡ଼ିଛି। ଏହି ନୁତନ…