Latest Odisha News

BREAKING NEWS

Yearly Archives

2020

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…

ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ ଗୋସ୍ୱାମୀ, ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ

ମୁମ୍ବାଇ: ବମ୍ୱେ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ବମ୍ୱେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଗତକାଲି ବମ୍ୱେ ହାଇକୋର୍ଟ…

ମଧ୍ୟପ୍ରଦେଶ ଉପ ନିର୍ବାଚନ : ବିଜେପି,ଶିବରାଜଙ୍କ ରାଜ ଜାରି

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ଗଣନାରେ ବିଜେପି ଆଗରେ ରହିଛି । ଖବର ହସ୍ତଗତ ହେଲା ବେଳକୁ ମଧ୍ୟପ୍ରଦେଶର ୨୮ ବିଧାନସଭା ସିଟରୁ ବିଜେପି ୧୯ରେ ଆଗରେ ରହିଛି । କଂଗ୍ରେସ ୮ ଏବଂ ବସପା ଗୋଟିଏ ସିଟ ଆଗରେ ଚାଲିଛି । ଫଳରେ ଏଠାରେ ଶିବରାଜ ସିଂ ଚୌହ୍ୱାନଙ୍କ ରାଜୁତି…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୮୦ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ସାଢେ ପାଞ୍ଚ କୋଟିରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୮ ହଜାର ରୋଗୀ ପ୍ରାଣ ହରାଇଛନ୍ତି।…

୧୦୦୦ ଲିଟର କିରୋସିନ ଜବତ, ୨ ଭାଇ ଗିରଫ

ପୁରୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏକ ଟ୍ରାକ୍ଟର ଯୋଗେ ୫ଟି ଟିଣ ଡ୍ରମରେ ବେଆଇନ୍ ଭାବେ ଏକ ହଜାର ଲିଟର କିରୋସିନ୍ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି । ବେଆଇନ କରୋସିନ ପରିବହନ ଅଭିଯୋଗରେ କାକଟପୁର ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ସେମାନେ ହେଲେ କାକଟପୁର…

ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ । ନିର୍ବାଚନ…

ଷଷ୍ଠ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆଗୁଆ

ତିର୍ତ୍ତୋଲ: ଉପନିର୍ବାଚନର ଉପୟ ଆସନରେ ଲିଡ୍ କରୁଛି ବିଜେଡି । ଷଷ୍ଠ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆକୁଆ ରହିଛି । ବିଜେଡି ୨୧୯୯୬ ଭୋଟରେ ଆଗୁଆ ଥିବାବେଳେ ବିଜେପିକୁ ମିଳିଛି ୧୩୮୮୨ଟି ଭୋଟ ଓ କଂଗ୍ରେସକୁ ମିଳିଛି ୨୭୯୦ଟି ଭୋଟ ।

ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ: ୧୨°C ତଳେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ବର୍ଷା ଛାଡ଼ିବା ପରେ ରାଜ୍ୟରେ ଶୀତ ବଢ଼ିଛି । ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳକୁ ଖସିଛି । କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୨°C ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି…

୧୫ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସୁରଜ୍‌ ପେ ମଙ୍ଗଲ୍‌ ଭାରୀ’

ନୂଆଦିଲ୍ଲୀ: ମନୋଜ ବାଜପେୟୀ, ଦିଲଜିତ ଦୋସାଞ୍ଜ ଏବଂ ଫାତିମା ସାନା ଶେଖଙ୍କ 'ସୁରଜ୍‌ ପେ ମଙ୍ଗଲ ଭାରୀ' ଚଳଚ୍ଚିତ୍ର ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଦିୱାଲୀରେ ଦେଶର ସିନେମା ହଲ୍‌ରେ ପ୍ରଦର୍ଶିତ ହେବ। ୯୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ଏହି…

ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ ବିର୍ଜୁ

ରାଉରକେଲା: ସୁନ୍ଦରଗଡ କୁତ୍ରା ବ୍ଲକର ଓଡ଼ିଆ ପୁଅ ବିର୍ଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ବିତାଇଲେ ୨୦ ବର୍ଷ । ଦୀର୍ଘ ୨୦ ବର୍ଷ ପରେ ଏବେ ନିଜ ଭିଟାମାଟିକୁ ପେରୁଛନ୍ତି । ୱାଘା ବୋର୍ଡର ଦେଇ ସ୍ୱଦେଶ ଫେରୁଛନ୍ତି ଓଡ଼ିଆ ପୁଅ । ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬…