Latest Odisha News

BREAKING NEWS

Yearly Archives

2020

ଆଜି ବିଶ୍ୱ ବିଜ୍ଞାନ ଦିବସ

‘ୟୁନେସ୍‌କୋ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦବସ। ‘ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ’ ବା ଇଂଲିସ୍‌ରେ ‘ୱାର୍ଲ‌୍ଡ ସାଇନ୍‌ସ ‌ଡେ ଫର୍‌ ପିସ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ ପାଳନ କରାଯାଏ। ସମାଜର ବିକାଶରେ ବିଜ୍ଞାନର ଅବଦାନ…

ଆଜି ରେଜଲ୍ଟ ଡେ’; ବାଲେଶ୍ଵରରେ ଆରମ୍ଭ ହେଲା ଭୋଟ୍ ଗଣତି

ବାଲେଶ୍ୱର: ଆଜି ହେଉଛି ରେଜଲ୍ଟ ଡେ। ବାଲେଶ୍ଵରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ସୂଚନା ରହିଛି। ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଉପନିର୍ବାଚନରେ କାହାର ବାଜିମାତ୍ ହେଲା ସେ ନେଇ ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ସ୍ପଷ୍ଟ ଚିତ୍ର ମିଳିବ।…

[ଦେଖନ୍ତୁ] ସରକାରୀ ବାବୁଙ୍କ ପିସି ଲୋଭ; ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ଯାଜପୁର: ସରକାରୀ ବାବୁଙ୍କ ପିସି ଲୋଭ। ଦରମା ଟଙ୍କାରେ ପୁରୁନି ବାବୁଙ୍କ ପେଟ। ଭଲ ଭାବରେ ଦେଖନ୍ତୁ କିଭଳି ଖୋଲା ଖୋଲି ଠିକାଦରଙ୍କୁ ପିସି ମାଗୁଛନ୍ତି VLW। ବିଭିନ୍ନ ଠିକା କାମରେ ୧୦ ପ୍ରତିଶତ ପିସି ଦେବାକୁ ସେ ଠିକାଦାରଙ୍କୁ ଦାବି କରୁଛନ୍ତି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ…

ମେଡ଼ିକାଲ ମଧ୍ୟରେ ଫାର୍ମାସିଷ୍ଟଙ୍କ ଉପରେ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଛୁରାମାଡ଼। ମେଡ଼ିକାଲ ମୋବାଇଲ ହେଲଥ ୟୁନିଟର ଡ୍ରାଇଭର କିଶୋର ମହାପାତ୍ର ଡାକ୍ତରଖାନାର ଫାର୍ମାସିଷ୍ଟ ସ୍ୱାତୀ ବଘେଲଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଫିସର ଦେଇଥିବା ସୂଚନା…

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗ; ଚୂଡାନ୍ତ ହୋଇପାରିଲା ନାହିଁ ଡିଜାଇନ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ଚୂଡ଼ାନ୍ତ ହୋଇପାରିଲା ନାହିଁ ଡିଜାଇନ୍ । ଆସନ୍ତାକାଲି ସକାଳେ ୧୭ ଜଣିଆ ତତ୍ୱବାଧାରକ ଟିମ ଶିଳ୍ପୀ ଗ୍ରାମ ରଘୁରାଜପୁରକୁ ଯାଇ ଡିଜାଇନ ଦେଖିବେ।ଏହାପରେ ଆସନ୍ତା ୧୯ ତାରିଖରେ ତୃତୀୟ ବୈଠକ ବସିବ।ସେହି ବୈଠକରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା ୧୦-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ନଭେମ୍ବର ତା ୧୦ରିଖ ମଙ୍ଗଳବାର ତୁଳା ୨୫ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର  ଘାତ ବାର: ମକର ରାଶିର  ଘାତ ଚନ୍ଦ୍ର: କର୍କଟ ଓ ମକର ରାଶି ପୁରୁଷଙ୍କର…

IPL ଟାଇଟଲ ଲଢ଼େଇ: ମୁମ୍ୱାଇ ବନାମ ଦିଲ୍ଲୀ ଟକ୍କର

ଦୁବାଇ: କିଏ ଜିତିବ ଆଇପିଏଲ୍ ୧୩ତମ ସଂସ୍କରଣର ଟାଇଟଲ୍ ? ମୁମ୍ୱାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ ? ଆଜି ଟାଇଟଲ ପାଇଁ ଲଢ଼େଉ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ପଞ୍ଚମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ମୁମ୍ୱାଇ ଇଣ୍ଡିଆନ୍ସ । ସେପଟେ ପ୍ରଥମ ଥର…

ରେଜଲ୍ଟ ଡେ: ବିହାରରେ କିଏ ମାରିବ ବାଜି, ଖୋଲିବ ଭାଗ୍ୟ ପେଡ଼ି

ପାଟନା: କାହା ଦଖଲକୁ ଯିବ ବିହାର ? ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଯୁବ ମୁଖ୍ୟମନ୍ତ୍ରୀ ପାଇବେ ବିହାରବାସୀ ? ଶାସନ କ୍ଷମତା ପୁଣି ଥରେ ନିଜ ହାତରେ ରଖିବ ଏନଡିଏ ନା ମହାମେଣ୍ଟ ସରକାର ଗଢ଼ିବ ? ଆଜି ଆସିବ ଜନାଦେଶ । ଖୋଲିବ ଭାଗ୍ୟ ପେଡ଼ି । ୧୪୩ ବିଧାନସଭା ବିଶିଷ୍ଟ ବିହାର…

ୟୁକ୍ରେନ ରାଷ୍ଟ୍ରପତି କରୋନା ସଂକ୍ରମିତ

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କୀଙ୍କୁ କରୋନା । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ ଲେଖିଛନ୍ତି, ସମସ୍ତ କ୍ୱାରେଣ୍ଚାଇନ ସତର୍କତା ସତ୍ତ୍ୱେ ସେ ସଂକ୍ରମିତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଲେଖିଛନ୍ତି,…

ଗଞ୍ଜାମ ଦେଲା ଖୁସି ଖବର: ଦିନକରେ ୩୫୯୭ କୋଭିଡ୍ ଟେଷ୍ଟ, ସବୁ ରିପୋର୍ଟ ନେଗେଟିଭ୍

ବ୍ରହ୍ମପୁର: ହାରୁଛି କରୋନା, ଜିତିଛି ଗଞ୍ଜାମ ଜିଲ୍ଲା । କରୋନା ଲଢ଼େଇ ଭିତରେ ଖୁସି ଖବର ସାମନାକୁ ଆସିଛି । ଆଜି ଗଞ୍ଜାମରେ ସବୁ କରୋନା ରିପୋର୍ଟ ଆସିଛି ନେଗେଟିଭ୍‌ । ୩୫୯୭ଟି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା । ସେଥିରୁ ଜଣଙ୍କଠାରେ ମଧ୍ୟ ପଜିଟିଭ ବାହାରି ନାହିଁ । ଏନେଇ ସୂଚନା…