Latest Odisha News

BREAKING NEWS

Yearly Archives

2020

ଆଇଟିଏଟିର କଟକ ବେଞ୍ଚ୍ କାର୍ଯ୍ୟାଳୟ ଓ ଆବାସିକ କୋଠାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ କୋଠାକୁ ଆସନ୍ତା ୧୧ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ଅପରାହ୍ନ ସାଢ଼େ ୪ଟାରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ…

କୋଭିଡ ବେଳେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍କର୍ଷ ପାଇଁ କ୍ରୁଟକୁ ପୁରସ୍କାର

ଭୁବନେଶ୍ୱର : କୋଭିଡ ୧୯ ମହାମାରୀ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଇନୋଭେସନ ଓ ଉତ୍କର୍ଷ ପାଇଁ ଓଡିଶାର କ୍ୟାପିଟାଲ ରିଜିଅଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) କୁ ପୁରସ୍କାର ମିଳିଛି । ଏହି ପୁରସ୍କାର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳଯ ଦ୍ୱାରା ତ୍ରୟୋଦଶ ଅର୍ବାନ ମୋବିଲିଟି…

୯୦%ରୁ ଅଧିକ ସୁରକ୍ଷିତ Pfizer-BioNTech କୋଭିଡ ଟିକା!

ଲଣ୍ଡନ: ଏହି କରୋନା ଟିକା ୯୦%ରୁ ଅଧିକ ସୁରକ୍ଷିତ ବୋଲି ଦାବି କରିଛି ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ଏବଂ ଜର୍ମାନ ବାୟୋଟେକ୍ ଫାର୍ମ ବାୟୋଏନଟେକ୍। ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯେଉଁମାନଙ୍କର ପୂର୍ବରୁ କରୋନା ଲକ୍ଷଣ ନଥିଲା ସେମାନଙ୍କ ଉପରେ ତାଙ୍କ…

ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୫୨୧ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୨୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ,  ବର୍ତ୍ତମାନ ସୁଦ୍ଧା ୩,୦୨,୭୯୩ଟି ମାମଲା ରହିଥିବା ବେଳେ ମୋଟ୍ ୨,୮୯,୬୮୯ ଜଣ ଆରୋଗ୍ୟ ଲାଭ…

୫ ମାସ ତଳେ ଆଇପିଏଲ ନେଇ ଭବିଷ୍ୟବାଣୀ କରିଥିଲେ, ୬ରୁ ୫ ଠିକ୍….

ଆବୁଧାବି: ଆଇପିଏଲର ଫାଇନାଲ ମ୍ୟାଚ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପରେ ଚାମ୍ପିୟନ କିଏ ହେବ ଜଣାପଡିବ । ତେବେ ବର୍ତମାନ ସୋସିଆଲ ସାଇଟରେ ୪ ମାସ ତଳେ ଫଳାଫଳ ଭବିଷ୍ୟବାଣୀ କରିଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ । ତାଙ୍କ ଟୁଇଟ ଏବେ…

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ଯାଜପୁର ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତ ମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତ ମାନେ ପୋଲିସ୍ ହାତରେ ଧରାପଡିଛନ୍ତି ।…

ଡ୍ରେନରୁ ଉଦ୍ଧାର ହେଲା ଅଜଗର

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନ ଅଧୀନରେ ଥିବା ଚଣ୍ଡିପୁଟ ୟୁପି ସ୍କୁଲର ମୁଖ୍ୟ ଫାଟକ ସମ୍ମୁଖସ୍ଥ ଏକ ଡ୍ରେନରୁ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ଗତ ଦୁଇ ଦିନରୁ ସାପ ସେଠାରେ ରହିଥିଲା। ତେବେ ଏନେଇ ଗତ ନଭେମ୍ବର ୮ରେ ସ୍ଥାନୀୟ ଲୋକମାନେ ସ୍ନେକ…

ବିହାର ନିର୍ବାଚନ : ବିଜୟ ଉତ୍ସବ ପାଳନ ପାଇଁ ଲଡୁ ତିଆରି କରୁଛନ୍ତି ବିଜେପି କର୍ମକର୍ତା

ପାଟନା: ଆଉ କିଛି ଘଂଟା ପରେ ବିହାର ବିଧାନସଭା ନିର୍ବାଚନ ଫଳାଫଳର ପେଡି ଖୋଲିବ । ବିଭିନ୍ନ ଏକଜିଟ ପୋଲରେ ମହାଗଠବନ୍ଧନ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି । ଏନଡିଏ ଏହା ଭୁଲ ହେବ ବୋଲି ଘୋଷଣା କରିଛି । ବିଜେପି କର୍ମକର୍ତାମାନେ ସୋମବାରଠାରୁ ବିଜୟ ଉତ୍ସବ ପାଳନ ନେଇ ଲଡୁ ପ୍ରସ୍ତୁତ…

ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ; ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧାସଳଖ ଜଣାଇ ପାରିବେ ଜଳସଂପଦ ବିଭାଗକୁ। ସୂଚନା ଅନୁଯାୟୀ ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ…