ବିଦେଶରେ ପୁଣି ମୁକ୍ତିଲାଭ କରିବ ‘ବାହୁବଳୀ-୨’
ନୂଆଦିଲ୍ଲୀ: ପୁଣି ଥରେ ଆମେରିକାରେ ରିଲିଜ୍ ହେବ ବାହୁବଳୀ-୨। ବାହୁବଳୀ-୨ ହିନ୍ଦୀ ସିନେମା ଜଗତର ଏକ ସଫଳ ଚଳଚ୍ଚିତ୍ର। ତେବେ ଏହାର ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ବାହୁବଳୀ-୨କୁ ପୁଣି ଥରେ ଆମେରିକାରେ ରିଲିଜ୍ କରାଯିବ। ପ୍ରଭାସଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍ ଅକ୍ଟୋବର ୨୩ରେ ଏହା…