Latest Odisha News

BREAKING NEWS

Yearly Archives

2020

କରୋନା ଆକ୍ରାନ୍ତ ହେଲେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ପ୍ରିତିରଞ୍ଜନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ବିଧାୟକ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ ସଙ୍ଗରୋଧରେ ଅଛି। ଯଦିଓ କରୋନା ର କୌଣସି ଲକ୍ଷଣ ନାହିଁ, କିନ୍ତୁ ମୋର ସ୍ୱାବ ଟେଷ୍ଟ…

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଛାନିଆ

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ସୋମବାର ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୋମବାର ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ…

୮ ଜିଲ୍ଲାରୁ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: କରୋନା କାୟା ଭିତରେ ରାଜ୍ୟରେ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମହାମାରୀ ୧୧ଶହ ୬୮ ଜୀବନ ନେଲାଣି । 2.A 60-year old male of…

ବିଡେନ୍‌ ଭାରତ ପାଇଁ ଖରାପ; ଜୁନିୟର୍‌ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତ‌େ ପାଖେଇ ଆସୁଛି ଏହାକୁ ନେଇ ଚର୍ଚ୍ଚା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।  ତେବେ ଏହି ପରିପ୍ରେକ୍ଷୀରେ ରିପବ୍ଲିକ୍ ଦଳର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି…

ଦୁଇ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ସହ ଲଢ଼େଇ ଭିତରେ ସାମନାକୁ ଆସିଲା ଭଲ ଖବର । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୯୦୪ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୧୫ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

କରୋନା ମୁକାବିଲା କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ; ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ପରୋପକାରୀ କାର୍ଯ୍ୟ ସହ ଜଡିତ ବିଶିଷ୍ଟ ଶିଳ୍ପପତି ତଥା ବିଲିୟନେୟାର ବିଲ୍ ଗେଟ୍‌ସ କହିଛନ୍ତି ଯେ କୋଭିଡ -୧୯ ସହିତ ମୁକାବିଲା କରିବାରେ ବିଶେଷ କରି ବ୍ୟାପକ ସ୍ତରରେ ଟିକା ପ୍ରସ୍ତୁତ ଏବଂ ଅନୁସନ୍ଧାନ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗେଟ୍‌ସ ,…

ଜେଲରୁ ବାହାରିବେ କି ସୌଭିକ୍ ଚକ୍ରବର୍ତ୍ତୀ ? ଆଜି ବେଲ୍ ଆବେଦନର ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ପରେ ଜାମିନରେ ଆସିଛନ୍ତି ବଲିଉଡ ଅଭନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏଯାଏ ଜେଲରେ ଅଛନ୍ତି । ସୌଭିକଙ୍କୁ ମିଳିବ କି ବେଲ୍ ? ଆଜି ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ପୂର୍ବରୁ ତାଙ୍କ ଜାମିନ ଆବେଦନ ଖାରଜ…

ଆରପାରିରେ ବାୟୁସେନାର ପ୍ରଥମ ମହିଳା ଉଇଙ୍ଗ୍ କମାଣ୍ଡର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଉଇଙ୍ଗ୍‌ କମାଣ୍ଡର ଡା. ବିଜୟଲକ୍ଷ୍ମୀ ରମଣଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବିଜୟଲକ୍ଷ୍ମୀ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ୧୯୫୫ରେ ସେ ବାୟୁସେନାରେ ଯୋଗ ଦେଇଥିଲେ ଏବଂ…

୫୦ ହଜାର ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍, ମୃତ୍ୟୁସଂଖ୍ୟା ୬୦୦ରୁ କମ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ଶହ ତଳକୁ ଖସିଛି । ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୬ ହଜାର ୭୯୧ ଜଣ । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ…

ପାକିସ୍ତାନକୁ ପୁଣି ଫେରିଲା ଟିକ୍‌ଟକ୍‌

ଇସଲାମବାଦ୍‌: ପୁଣି ଫେରିଛି ଟିକ୍‌ଟକ୍‌। ପାକିସ୍ତାନରେ ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇ ଦିଆଯାଇଛି। ଅଶ୍ଳୀଳତା ପାଇଁ ସରକାରଙ୍କ ପକ୍ଷରୁ ଟିକ୍‌ଟକ୍‌ ଆପ୍‌ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଥିଲା। କିନ୍ତୁ ଏବେ ପୁଣି ଚୀନ୍‌ ଚାପରେ ଟିକ୍‌ଟକ୍‌ ଆପ୍‌କୁ ଅନୁମତି ପ୍ରଦାନ କରିଛି ପାକିସ୍ତାନ।…