Latest Odisha News

BREAKING NEWS

Yearly Archives

2020

ଟଳିଲା ବଡ ବିପଦ, ୭ଟି ଲ୍ୟାଣ୍ଡ ମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି: ଟଳିଲା ବଡ ଧରଣର ବିପଦ । ଲ୍ୟାଣ୍ଡ ମାଇନ୍ ଓ ଟିଫିନ ବୋମା ଜବତ । ମାଲକାନଗିରି ସ୍ୱାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ ବୋମା ଜବତ ହୋଇଛି ।  କମ୍ବିଂ ଅପରେସନ ବେଳେ ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ଲ୍ୟାଣ୍ଡମାଇନ ମାଓ ସାମଗ୍ରୀ…

ପିପିଇ କିଟ୍ ପିନ୍ଧି ହ୍ରିତିକ୍‌ଙ୍କ ଘୁଙ୍ଗୁରୁ ଗୀତରେ ନାଚିଲେ ଡାକ୍ତର

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଜଣେ ଡାକ୍ତରଙ୍କ ନୃତ୍ୟ‌ର ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଏହି ଡାକ୍ତର ଜଣଙ୍କ ଭିଡିଓ ଦେଖି ଅଭିନେତା ହ୍ରିତିକ୍‌ ରୋସନ୍‌ ମଧ୍ୟ ବିଭୋର ହୋଇଯାଇଛନ୍ତି। ହ୍ରିତିକ୍‌ ତାଙ୍କ ନୃତ୍ୟର ଷ୍ଟେପ୍‌କୁ ଅନୁସରଣ କରି ନିଜେ କରିବାକୁ…

ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ମୟୂରଭଂଜ: ଦଳିଦେଲା ଦନ୍ତା । ମୟୂରଭଂଜ ଜିଲ୍ଳା ମୋରଡା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ତଣ୍ଡବ ରଚିଛନ୍ତି । ରସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡିଛି । ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପାର୍ବଣ ପାଇଁ ରେଳଯାତ୍ରୀଙ୍କୁ ଭେଟି । ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରୁ କେତେକ ଟ୍ରେନ୍‌…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ୱର ଜିପିଏଚ୍ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ଘର ସମେତ ୬ଟି…

ତପ୍ତପାଣି ବସ୍ ଦୁର୍ଘଟଣା: OJEEରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ପାରଲାଖେମୁଣ୍ଡି: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା । ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ । ଏ ନେଇ  ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଗୋଟିଏ ବସ୍‌ରେ ଅକ୍ଟୋବର ୧୫ରେ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିଲେ…

ଦାଦା ବଟି ଆଦାୟ ଉପରେ ଲାଗିବ ରୋକ : କମିଶନରେଟ୍ ପୋଲିସ ଜାରି ହେବ ନୂଆ ହେଲପଲାଇନ ନମ୍ବର

ଭୁବନେଶ୍ୱର: ପାର୍ବଣ ଋତୁ ଆସିଗଲେ ବିଭିନ୍ନ ସ୍ଥାନରେ ଦାଦା ବଟି ଆଦାୟ ହେଉଥିବା ନଜରକୁ ଆସେ । ବେଳେ ବେଳେ ଏହାକୁ ନେଇ ଅନେକ ଅପରାଧ ମଧ୍ୟ ଘଟିଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମିଶନରେଟ୍ ପୋଲିସ ପକ୍ଷରୁ ଆଜି ଏକ ହେଲପ୍ ଲାଇନ ନମ୍ବର ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।…

୩ ଦିନ ଯାଏଁ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି। ଏ ନେଇ ସତର୍କ କରାଇ…

ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍ ଇଂଜିନ୍‌

ପୁରୀ: ଟ୍ରକ୍‌ରୁ ଲାଇନ୍ ଚ୍ୟୁତ ହେଲା ୩ଟି ବଗି । ପୁରୀ ଚନ୍ଦନପୁର-ତୁଲସୀଚଉରା ମଧ୍ୟରେ ଏକ ଖାଲି ଟ୍ରେନ୍‌ର ଇଂଜିନ୍‌, ଆଗ ୩ଟି ବଗି ଓ ପଛର ଗୋଟିଏ ଚକା ଲାଇନ୍‌ଚ୍ୟୁତ ହୋଇଛି । ଖୋର୍ଦ୍ଧା ରୋଡରୁ ଆସୁଥିବା ବେଳେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣ ଯୋଗୁଁ…

ସିନେମା ପାଇଁ ସିନେମା ନୁହେଁ..

ଭୁବନେଶ୍ୱର : ସିନେମା ପାଇଁ କେବଳ ସିନେମା ତିଆରି ହୁଏନି । ସିନେମା ତିଆରି ହୁଏ ସମାଜର କଲ୍ୟାଣ ପାଇଁ । ଏକଥାକୁ ପ୍ରମାଣ କରିବାକୁ ଯାଉଛି ସୁମିତ୍ରା ଏଣ୍ଟରଟେନମେଣ୍ଟ । କରୋନା ଯୋଗୁଁ ଠପ୍ ହେଇଯାଇଛି ଚଳଚ୍ଚିତ୍ର ଶିଳ୍ପ । କଳାକାର ହୁଅନ୍ତୁ କି ଟେକ୍ନିସିଆନ ସମସ୍ତଙ୍କ ପାଖରେ କାମର ଅଭାବ ।…