Latest Odisha News

BREAKING NEWS

Yearly Archives

2020

ଚେନ୍ନାଇକୁ ୭ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆବୁଧାବି: ଜୋଶ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ଜିତିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୨୫ ରନର ଟାର୍ଗେଟ୍ ଦେଇଥିବା ବେଳେ ରାଜସ୍ଥାନ ମାତ୍ର ୧୭.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଦେଇଥିଲା । ମୋଟ ୧୦ଟି ମ୍ୟାଚରୁ…

ଓଡିଶା ପାଇଁ ଗର୍ବ, ନୋବେଲ ଶାନ୍ତି ପୁରସ୍କାର ଟିମରେ ଏନଆଇଟିର ପୂର୍ବତନ ଛାତ୍ର

ରାଉରକେଲା: ୱାର୍ଲଡ୍ ଫୁଡ ‌ପ୍ରୋଗ୍ରାମ(ଡବ୍ଲୁଏଫ୍‌ପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ୨୦୨୦ । ଏହା ଓଡିଶା ପାଇଁ ଗର୍ବ ଯେ ଏହି ଟିମରେ ପରାମର୍ଶଦାତା ପରିଷଦର ସଦସ୍ୟ ଭାବେ କାମ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ର ପ୍ରଣବ ଖୈତାନ । ସେ ଏଥିରେ ‘କୃତ୍ରିମ ବୁଦ୍ଧିମତା…

ଜାଣନ୍ତୁ, ସର୍ଚ୍ଚ ଇଞ୍ଜିନ ଗୁଗୁଲ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଗୁଗୁଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ସର୍ଚ୍ଚ ଇଞ୍ଜିନ । ଏହା ସର୍ଚ୍ଚିଙ୍ଗ ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ସର୍ଚ୍ଚ ଇଞ୍ଜିନ ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ । ପ୍ରତିଦିନ ପ୍ରାୟ ୨୨ କୋଟି…

ନବରାତ୍ରୀର ଚତୁର୍ଥ ଦିନ; କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନିନୀ ମା’ ଦୁର୍ଗା 

ଭୁବନେଶ୍ୱର: ନଅଦିନ ବ୍ୟାପି ହେଉଥିବା ଏହି ନବରାତ୍ର ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୦-୧୦-୨୦୨୦ ମଙ୍ଗଳବାର  ଆଜି ଦିନର ମହତ୍ତ୍ୱ.   ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୨୦ ମଙ୍ଗଳବାର ତୁଳା ୪ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ଜ୍ଯେଷ୍ଠା  ନକ୍ଷତ୍ର ବିଛା ଚନ୍ଦ୍ର     ଘାତ ବାର-: ମକର ରାଶିର           ଘାତ ଚନ୍ଦ୍ର-: ସିଂହ…

ଔଷଧୀୟ ମାଧବୀ ଚେର ସହ ବାଇକ ଜବତ, ୨ ଗିରଫ

ବୁଗୁଡା: ବୁଗୁଡା ବନବିଭାଗ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନରେ ଅକ୍ଟୋବର ୧୯ ତାରିଖ ଦିନ ୮୦ କିଲୋ ଔଷଧିୟ ମାଧବୀ ଚେର ଏବଂ ଏକ ବାଇକ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୋଟ ବଡ଼ ଦୁଇଟି ବସ୍ତାରେ ୮୦ କିଲୋ ଔଷଧିୟ ମାଧବୀ ଚେର ଧରି ଏକ ବାଇକରେ କୁମୁଟା ଗ୍ରାମର ଧବଳେଶ୍ବର ସେଠୀ,…

ନଭେମ୍ବରରେ ହେବ ଯୁକ୍ତ ୨ ଅତିରିକ୍ତ ପରୀକ୍ଷା, ଜାଣି ରଖନ୍ତୁ ତାରିଖ

ଭୁବନେଶ୍ୱର: ଯୁକ୍ତ ଦୁଇ ଅତିରିକ୍ତ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ନଭେମ୍ବର ୫, ୬ ଓ ୭ ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ବିଷୟ ଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହୋଇନି ଏବଂ ଗ୍ରେସ୍ ମାର୍କ ଦିଆଯାଇଛି, ସେସବୁ ବିଷୟରେ ପରୀକ୍ଷା ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ…

ପୂର୍ବତନ ଓଡ଼ିଶା ଆଇଜିପିଙ୍କ ପରଲୋକ

କଟକ: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସୁରେନ୍ଦ୍ର ନାଥ ସ୍ୱାଇଁ ଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ଡିସେମ୍ବର ୧୯୮୧ରେ ଓଡିଶା ପୋଲିସ୍ ଫୋର୍ସରେ ଯୋଗ ଦେଇଥିବା ଜଣେ କ୍ରିୟାଶୀଳ ଅଧିକାରୀ ଥିଲେ ଶ୍ରୀ ସୁରେନ୍ଦ୍ର । ରେଭେନ୍ସା କଲେଜରୁ ସ୍ନାତକ ଏବଂ…

ବ୍ୟାଟିଂରେ ଫେଲ୍ ମାରିଲା ଚେନ୍ନାଇ, ରାଜସ୍ଥାନ ସମ୍ମୁଖରେ ୧୨୬ ରନର ଲକ୍ଷ୍ୟ

ଆବୁଧାବି:ଆଇପିଏଲର ସୋମବାର ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ବ୍ୟାଟ୍ସମ୍ୟାନ ପୁନର୍ବାର ଫେଲ୍ ମାରିଛନ୍ତି । ପ୍ରଥମେ ବ୍ୟାଟିଂ କରି ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଦଳ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଛି । ଚେନ୍ନାଇ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ…

ଚନ୍ଦ୍ରରେ ପଂହଚିଲା ନୋକିଆ, ୪ଜି ନେଟୱର୍କ ସେବା ଯୋଗାଇବ

ନ୍ୟୟର୍କ: ନୋକିଆର ହାତ ଚନ୍ଦ୍ରରେ ପଂହଚିଲା । ସେଠାରେ ୪ଜି ନେଟୱର୍କ ସ୍ଥାପନ ପାଇଁ ଅନୁମତି ହାସଲ କରିଛି ଏହି କମ୍ପାନୀ । ଏଥିପାଇଁ ନୋକିଆ ଆମେରିକା ତଥା ବିଶ୍ୱର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା ନାସାଠାରୁ ୧୪.୧ ମିଲିୟନ ଆମେରିକୀୟ ଡଲାରର କାର୍ଯ୍ୟଦେଶ ପାଇଛି । ଏହା ବ୍ୟତୀତ ଚନ୍ଦ୍ର ତଥା…