Latest Odisha News

BREAKING NEWS

Yearly Archives

2020

ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍‌ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ । ଆରଏମଆରସି ସହଯୋଗରେ…

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବ୍ରଜରାଜନଗର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏବେ ସେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ…

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ଭୁବନେଶ୍ୱର: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷାଫଳ । ଛାତ୍ରଛାତ୍ରୀ ww.ntaneet.nic.in କିମ୍ୱା nta.ac.inରୁ ରେଜଲ୍ଟ ଜାଣି ପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ନବୀନ ପଟ୍ଟନାୟକଙ୍କୁ ପୂରିଲା ୭୪ବର୍ଷ, ଜନ୍ମଦିନରେ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷ ପୂରିଛି । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏବର୍ଷ କରୋନା ମହାମାରୀ ଯୋଗୁ ଜନ୍ମଦିନ ପାଳନ କରୁ ନାହାନ୍ତି । ନବୀନ ନିବାସ ଆସିବା ପାଇଁ ଦଳୀୟ ନେତା, କର୍ମୀ ସମର୍ଥକଙ୍କୁ ମନା କରିଥିଲେ ନବୀନ । ଗରିବ ଲୋକଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୬-୧୦-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୬ ରିଖ ଶୁକ୍ରବାର କନ୍ୟା ୩୧ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର  ଘାତ ବାର :- ବିଛା ଧନୁ ଓ ମୀନ ରାଶିର    ଘାତ ଚନ୍ଦ୍ର:- ବୃଷ…

ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକ ଏକ ମାଇଲ ଖୁଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଦୃଶ୍ୟପଟରେ ଅଚାନାକ ଆର୍ବିଭାବ ହୋଇଥିଲେ । ସେତେବେଳେ ଓଡ଼ିଶାବାସୀ ତାଙ୍କୁ ଏତେ ଚିହ୍ନିଥିଲେ । ସେ ବି ବୋଧେ ଓଡ଼ିଶାକୁ ଭଲଭାବେ ଜାଣିଥିଲେ । ଏହାରି…

ତପ୍ତପାଣି ଘାଟିରେ ଓଲଟିଲା ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍, ୨୦ରୁ ଅଧିକ ଆହତ

ଗଞ୍ଜାମ: ଗଜପତି ଜିଲ୍ଲାରୁ ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍ ମୋହନା ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୦ରୁ ଅଧିକ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଭିତରୁ କିଛି ଗୁରୁତର ହୋଇଥିବା ଜଣା ପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି…

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ଯେତେ ଶସ୍ତା ସାବୁନ୍ ସେତେ ଭଲ: ପୂର୍ବତନ ଏମ୍ସ ପ୍ରାଧ୍ୟାପକ ଡ. ବିନୋଦ ପାତ୍ର

ଭୁବନେଶ୍ୱର: ବିଶ୍ୱ ହାତଧୁଆ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍ ଦ୍ୱାରା ଏକ ୱେବିନାର୍ ଆୟୋଜିତ ହୋଇଯାଇଛି । ବିଶେଷକରି ସାବୁନ୍‌ରେ ହାତ ଧୋଇବା ଅଭ୍ୟାସକୁ ସ୍କୁଲ୍‌ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ…

ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ମାମଲା : ଜେଲ୍ ଗଲେ ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ମୁମ୍ବାଇ: କର୍ତବ୍ୟରତ ପୋଲିସ କର୍ମଚାରୀ ଉପରକୁ ଆକ୍ରମଣ କରିବା ମାମଲାରେ ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ କୋର୍ଟ ଦଣ୍ଡାଦେଶ କରିଛନ୍ତି । ଯଶୋମତୀଙ୍କୁ ୩ ମାସ ଜେଲ୍ ଓ ୧୫ ହଜାର ଟଙ୍କା ଜରିମାନା ବାବଦରେ ଦେବାକୁ ପଡିବ । ୮ ବର୍ଷ ତଳର ଏହି ପୁରୁଣା…