Latest Odisha News

BREAKING NEWS

Yearly Archives

2020

ଭାରତୀୟ ଛାତ୍ରଙ୍କୁ ୪୫ ଦିନିଆ ପେଡ୍ ଇଣ୍ଟର୍ନସିପ୍ ଦେବ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସହରର ସ୍ନାତକୋତ୍ତର (ୟୁଜି) ଛାତ୍ରମାନଙ୍କ ପାଇଁ ଏକ ପେଡ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଘୋଷଣା କରିଛି। କମ୍ପାନୀ ଅନୁଯାୟୀ, ଏହି ୪୫ ଦିନିଆ ଇଣ୍ଟର୍ନସିପ୍ ର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଯୋଗାଣ ଶୃଙ୍ଖଳା…

ଯୁବତୀଙ୍କ ସହ ବନ୍ଧୁତା, ୧୮ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା !

ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯୁବତୀଙ୍କ ସହ ବନ୍ଧୁତା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା । ଦିଲ୍ଲୀ ୟୁନିଭର୍ସିଟିରେ ପଢୁଥିବା ଯୁବକଙ୍କୁ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଘଟିଥିବା ଏହି ଘଟଣା ଚାଂଚଲ୍ୟ…

ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ମୁମ୍ବାଇ: ୨୦୦୦ ମସିହାରେ ବଲିଉଡ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି। ଶନିବାର ଦିନ ଜଣେ ସେଣ୍ଟ୍ରାଲ କ୍ରାଇମ ୟୁନିଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୫୨ ବର୍ଷିୟ ସୁନୀଲ ବିଶ୍ୱନାଥଙ୍କୁ ଶୁକ୍ରବାର…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୋନପୁର, କଳାହାଣ୍ଡି, ନୟାଗଡ,…

NORCET ୨୦୨୦ ଫଳାଫଳ ଘୋଷଣା କଲା AIIMS; ସବିଶେଷ ତଥ୍ୟ ପାଇଁ ପଢ଼ନ୍ତୁ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ନର୍ସିଂ ଅଫିସର ପ୍ରବେଶ ପରୀକ୍ଷା ୨୦୨୦ ର ଫଳାଫଳ ଘୋଷଣା କରିଛି। ପଞ୍ଜୀକୃତ ପ୍ରାର୍ଥୀମାନେ ଫଳାଫଳ ଯାଞ୍ଚ କରିବାକୁ ଅଫିସିଆଲ୍ ୱେବସାଇଟ୍ aiimsexams.org ପରିଦର୍ଶନ କରିପାରିବେ । ୩୯୨୯ ନର୍ସିଂ ଅଫିସର…

ସ୍ୱୟଂ ସହାୟିକା ଗୋଷ୍ଠୀର ଉତ୍ପାଦକୁ ସୁପର ମାର୍କେଟରେ ଉପଲବ୍ଧ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳ ଜୀବିକା ବିକାଶ ଦିଗରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି । ଗ୍ରାମାଞ୍ଚଳର ଉନ୍ନତିକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାମାନ ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି । ଓଡିଶା ଲାଇଭଲିହୁଡ୍ ମିସନ ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ରୋଜଗାରର ସୁଯୋଗ…

ଖୋଲିବ ଫିଲ୍ମ ହଲ୍‌, ହେଲେ କେଉଁ ଫିଲ୍ମ ହେବ ପ୍ରଥମେ ରିଲିଜ ?

ମୁମ୍ବାଇ: ମକବୁଲ୍ ଖାନଙ୍କ ଫିଲ୍ମ ଖାଲି ପିଲି । ଲିଡ୍ ରୋଲ୍‌ରେ ଥିଲେ ଇଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେ । ଫିଲ୍ମ ହଲ୍ ଖୋଲିବା ମାତ୍ରେ ଏହି ଫିଲ୍ମଟି ପ୍ରଥମେ ରିଲିଜ ହେବ । ଫିଲ୍ମଟି ଜି ପ୍ଲେକ୍ସରେ ପେ ପର୍ ଭ୍ୟୁ ଅପ୍ସନ୍‌ରେ ଅକ୍ଟୋବର ୨'ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୫'ରେ…

ହିନ୍ଦୁସ୍ତାନୀ ଭାଉ; ସୋସିଆଲ ମିଡିଆରୁ ଆଉଟ୍‌, ବଲିଉଡରେ ଇନ୍ !

ମୁମ୍ବାଇ: ସୋସିଆଲ ମିଡିଆରେ ବ୍ୟାନ୍ ହେବା ପରେ ଆଉ ଶୁଣିବାକୁ କି ଦେଖିବାକୁ ମିଳୁନି ହିନ୍ଦୁସ୍ତାନୀ ଭାଉଙ୍କ ତାଜା ଅପଡେଟ୍ସ । ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଥିବା ହିନ୍ଦୁସ୍ତାନୀ ଭାଉ ଦିନେ ବିଗ୍‌ବସ୍‌ରେ ବି ଣ୍ଣ୍ଟଷ୍ଟାନ୍ଟ ସାଜିଥିଲେ । ତେବେ ସୋସିଆଲ ମିଡିଆରୁ ବ୍ୟାନ ହେବା ପରେ…

ଦୁବାଇର ଶେଖ୍ ଅମୀରଙ୍କ ସହ ଛୁଟି କଟାଉଛନ୍ତି ଅଭିନେତ୍ରୀ ଉର୍ବଶୀ

ଦୁବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟକୁ ଆସିଛନ୍ତି। ଚଳଚ୍ଚିତ୍ର ଅପେକ୍ଷା ଉର୍ବଶୀ ତାଙ୍କ ଛୁଟି ଏବଂ ହଟ୍‌ ଫଟୋସୁଟ ପାଇଁ ପ୍ରଶଂସକଙ୍କ ଗହଣରେ ବେଶି ଚର୍ଚ୍ଚା ସାଉଁଟିଛନ୍ତି। ଏଭଳି ପରିସ୍ଥିତିରେ ଉର୍ବଶୀଙ୍କର ଆଉ ଏକ ଫଟୋ…

୧୩ ଅକ୍ଟୋବରରେ ଆକାଶରେ ଦେଖାଯିବ ଲାଲ୍ ଗ୍ରହ!

ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ମହାକାଶରେ ଏପରି କିଛି ଘଟିବାକୁ ଯାଉଛି ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସୂଚନାଯୋଗ୍ୟ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ, ଯାହା ଫଳରେ ଏହା ପୃଥିବୀ ପୃଷ୍ଠରେ ବୃହତ୍‌ ଆକାରରେ ଦେଖାଯିବ।…