ଭାରତର ଉତ୍ତର ସୀମାରେ ଚୀନର ୬୦ ହଜାର ସୈନିକ ମୁତୟନ: ମାଇକ୍ ପୋମ୍ପିଓ
ୱାଶିଂଟନ୍: ଏଲଏସି ଉପରେ ଭାରତ ଓ ଚୀନ ମଧ୍ୟରେ ଏକପ୍ରକାର ସୀମା ବିବାଦ ଜାରି ରହିଛି ।
ଏଭଳି ସମୟରେ କ୍ୱାଡ ସମୁହ ଦେଶ ଗୁଡିକର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଟୋକିଓ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପରିକି ସୀମା ଉପରେ ଉତ୍ତେଜନାକୁ ନେଇ ଚୀନର ବ୍ୟବହାର ଉପରେ ବର୍ଷିଥିଲେ ମାଇକ୍ ।…